ଅନୁସନ୍ଧାନ କରୁଥିବା ବର୍ଗ
ବଲାଙ୍ଗୀର
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ନିର୍ବାଚନରେ ନକ୍ସଲ ଘଟାଇଥାନ୍ତେ ବଡ଼ଧରଣର ଅଘଟଣ
ମାଲକାନଗିରି: ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଛତିଶଗଡ଼ ପୁଲିସକୁ ବଡ଼ଧରଣର ସଫଳତା ମିଳିଛି। ନକ୍ସଲମାନେ ଏକ ବଡ଼ଧରଣର ଅଘଟଣ ଘଟାଇବା ପାଇଁ କେନ୍ଦ୍ରୀୟ କମିଟି ସହ ଏହି ଅଂଚଳର ଟପ୍ ମାଓନେତା ସାମିଲ ହୋଇ ବୈଠକ କରୁଥିଲେ। କାଂକେର ଜିଲ୍ଲାର ଛୋଟିବେଠିଆ ଥାନା ଅନ୍ତର୍ଗତ ହାପାଟୋଲା ଜଂଗଲରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବିଜେପିରେ ଯୋଗ ଦେଲେ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଓ ତାଙ୍କ ସ୍ବାମୀ
ଭୁବନେଶ୍ବର: ବିଜେପିରେ ମିଶିଲେ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଓ ତାଙ୍କ ସ୍ବାମୀ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ ପାଣିଗ୍ରାହୀ। ଉଭୟେ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ। ଏଣେ ନୂଆପଡ଼ାରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଦିଲ୍ଲୀରେ ସୋନିଆଙ୍କୁ ଭେଟିଲେ ନରସିଂହ
ବଲାଙ୍ଗୀର: ଦିଲ୍ଲୀଠାରେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ଶ୍ରୀମତୀ ଗାନ୍ଧୀଙ୍କ ବାସଭବନରେ ଘଣ୍ଟାଏ ଧରି ଚାଲିଥିବା ଆଲୋଚନାରେ ଦେଶର ରାଜନୈତିକ ପରିସ୍ଥିତି ସଂପର୍କରେ ଉଭୟ ଆଲୋଚନା କରିଥିଲେ। କେନ୍ଦ୍ର ସରକାର ରାଜନୈତିକ ଆକ୍ରୋଶ ରଖି ସିବିଆଇ ଏବଂ ଇଡିକୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବିଜେଡି ଛାଡ଼ିଲେ ବିଜୁଙ୍କ ଧର୍ମଝିଅ
ବଲାଙ୍ଗୀର: ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ଦଳ ପରିବର୍ତ୍ତନ ପ୍ରକ୍ରିୟା ସେତିକି ବଢ଼ିବଢ଼ି ଚାଲିଛି। ଏହିକ୍ରମରେ ବଲାଙ୍ଗୀରର ବରିଷ୍ଠ ବିଜେଡି ନେତା ସରୋଜ ପାଣିଗ୍ରାହୀ ଏବଂ ତାଙ୍କ ଧର୍ମପତ୍ନୀ ତଥା ବରିଷ୍ଠ ନେତ୍ରୀ ଜ୍ୟୋତି ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଉଭୟେ ଦଳର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନୂଆ ବସଷ୍ଟାଣ୍ଡ କାମ ସ୍ଥଗିତ କରିବା ଦାବି: ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ
କଣ୍ଟାବାଞ୍ଜି: ନୂଆ ବସଷ୍ଟାଣ୍ଡକୁ ବିରୋଧ କରି ଆଜି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କଣ୍ଟାବାଞ୍ଜି ନଗର କମିଟି ଓ ଅନ୍ୟ ଅନୁଷ୍ଠାନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ପାଳିତ ହେଉଥିବା କଣ୍ଟାବାଞ୍ଜି ବନ୍ଦର ପ୍ରଭାବ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ତାତୁଛି ‘ଜଳଛତ୍ର’ ରାଜନୀତି: ‘ଆମର୍ ବଲାଙ୍ଗିର୍’ ବନାମ ‘ପକ୍କା ବଲାଙ୍ଗିରିଆ’
ବଲାଙ୍ଗୀର: ବଲାଙ୍ଗୀରରେ ବିଜେଡି ଓ କଂଗ୍ରେସ କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଛନ୍ତି।ଏବେ ଜଳଛତ୍ର ଖୋଲିବାକୁ କେନ୍ଦ୍ରକରି ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଦୁଇଦିନ ତଳେ ବଲାଙ୍ଗୀର ସହରର ପାରଦ ୪୨ ଡିଗ୍ରି ଅତିକ୍ରମ କରିଥିଲା। ପୌର ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପ୍ରଭୁକୃପାକୁ ଅନାଇ ବସିଛନ୍ତି ପ୍ରଭୁପ୍ରକାଶ: କିଡ୍ନି ପ୍ରତିରୋପଣ ପାଇଁ ଅର୍ଥ ବାଧକ
ବଲାଙ୍ଗୀର: ଘରେ ୩୫ ବର୍ଷର ପୁଅ ଶଯ୍ୟାଶାୟୀ। ବୃଦ୍ଧ ମା’,ବାପା ପୁଅର ଅବସ୍ଥା ଦେଖି ଅବାକ୍। ସ୍ବାମୀର ଚିକିତ୍ସା ପାଇଁ ସ୍ତ୍ରୀର ଅନବରତ ସଂଘର୍ଷ। ଏସବୁର ସାକ୍ଷୀ କୁନି ଝିଅର ନିରବତା। ସହାୟତା ଆଶାରେ ସମସ୍ତଙ୍କ ଆଖିରୁ ଝରୁଛି ଲୁହ। ଏକ ଚଳଚ୍ଚିତ୍ରର ଦୃଶ୍ୟ ଭଳି ମନେହେଉଥିବା ଏଭଳି ସତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଚକଲେଟ କିଣିବାକୁ ଯାଇଥିବା ନାବାଳିକାଙ୍କୁ ଦୁଷ୍କର୍ମ: ଦୋକାନୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ବାଲେଶ୍ଵର: ଚକଲେଟ କିଣିବାକୁ ଯାଇ ନାବାଳିକା ଦୋକାନୀ ଦ୍ଵାରା ଦୁଷ୍କର୍ମ ଶିକାର ଘଟଣାରେ ଦୋକାନୀ ଅଜୟ ବେହେରାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲ ଦଣ୍ଡ। ୧୭ ଜଣ ସାକ୍ଷୀ, ୧୮ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବଲାଙ୍ଗୀର ରାଜନୀତି: ଲୋକସଭାରେ ଲଢ଼ିଥିଲେ, ଏବେ ବିଧାନସଭା
ବଲାଙ୍ଗୀର: ନିର୍ବାଚନ ତାରିଖ ଘୋଷଣା ହେବାର ଢେର୍ଦିନ ପୂର୍ବରୁ ହିଁ ବଲାଙ୍ଗୀର ବିଧାନସଭା ଆସନରେ ରାଜନୀତି ତାତି ଦେଖିବାକୁ ମିଳିଥିଲା। ପ୍ରାର୍ଥୀ ଘୋଷଣା ପରେ ଏହି ତାତି ଆହୁରି ତେଜିଛି। ଚଳିତ ନିର୍ବାଚନାର ପୁରୁଣା ଚେହେରା ନୂଆ ରଣନୀତି ସହିତ ପ୍ରତିନ୍ଦ୍ବିତା କରୁଥିବାରୁ ଲଢ଼େଇ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଦେଓଗାଁରେ ଝଡ଼ବର୍ଷା: ଗଛ ପଡ଼ି ଜାତୀୟ ରାଜପଥ ଅବରୋଧ
ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଝଡ଼ବର୍ଷା ସହ କରାମାଡ଼ ହୋଇଛି। ଫଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବା ବେଳେ ଡାକବଙ୍ଗଳା ଛକରେ ଗଛ ପଡ଼ି ଜାତୀୟ ରାଜପଥ ୨୬ ଅବରୋଧ ହୋଇଛି। ବହୁ ସମୟ ଧରି ଗାଡ଼ିମଟର ଯିବାଆସିବା ବନ୍ଦ ରହିଥିଲା। ସ୍ଥାନୀୟ କିଛି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...