ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ଟିଟିଲାଗଡ଼ କାରାଗାରରୁ ୨ କଏଦୀ ଫେରାର ମାମଲା: ୱାଡେନ୍‌ ନିଲମ୍ବିତ

ଟିଟିଲାଗଡ଼: ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପକାରାଗାରରୁ ଗତ ୯ ତାରିଖ (ଶନିବାର) ରାତିରେ ୨ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ମାରିବା ଘଟଣାରେ କାର୍ଯ୍ୟରତ ୱାଡେନ୍‌ ନିଲମ୍ବିତ ହୋଇଛନ୍ତି। ପଶ୍ଚିମାଞ୍ଚଳ ଜେଲ୍‌ ଡ଼ିଆଇଜି କୁଳମଣି ବେହେରା ସଂପୃକ୍ତ ୱେଡେନ୍‌ ଦାନୀ ଦୋରାଙ୍କୁ…
ଅଧିକ ଖବର ଦେଖନ୍ତୁ...

ରାସ୍ତକଡ଼ରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଝୁପଡ଼ିପଡ଼ା ରାସ୍ତାରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଭବାନୀପାଟଣା ଅଞ୍ଚଳର ଜଗନ୍ନାଥ ଗହୀର। ଜଗନ୍ନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଝୁପଡ଼ିପଡ଼ା ତାଙ୍କ ସମ୍ପର୍କୀୟ ଘରକୁ…
ଅଧିକ ଖବର ଦେଖନ୍ତୁ...

ଟିଟିଲାଗଡ଼ ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା  ଟିଟିଲାଗଡ଼ ଉପକାରାଗାରରୁ ୨ବିଚାରାଧୀନ କଏଦୀ ଫେରାର ହେଇଥିବାର ଖବର ମିଳିଛି। ହତ୍ୟା ଅଭିଯୋଗରେ ୨ବର୍ଷ ହେଲା ଜେଲରେ ଥିବା ଦୁଇ ଅଭିଯୁକ୍ତ ଶୋଭାବନ ରଣା ଓ ସୁମିତ ବିହାରୀ କାରାଗାର ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି।
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ୍‌ ବର୍ଜ୍ୟରେ ଜଳାଶୟ ଭର୍ତ୍ତି: ଆଉ ଫୁଟୁନି ପଦ୍ମ, କଇଁ

ବଲାଙ୍ଗୀର: ବଲାଙ୍ଗୀର ସହରରେ ଜଳାଶୟଗୁଡ଼ିକର ସ୍ଥିତି ଅତି ସାଂଘାତିକ। ୧୭ଟି ଜଳାଶୟରୁ ସବୁ ବ୍ୟବହାର ଅନୁପଯୋଗୀ। ପ୍ରତିଟି ଜଳାଶୟ କେଉଁ କାଳରୁ ପ୍ରଦୂଷିତ ହୋଇସାରିଲାଣି। ଏଭଳି କିଛି ଜଳାଶୟ ରହିଛି, ଯାହାର ପାଣି ପଶୁପକ୍ଷୀ ବି ପିଇବା ଅନୁପଯୋଗୀ ବୋଲି ବିଶେଷଜ୍ଞ ରିପୋର୍ଟ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଦେଓଗାଁ ପରିମଳ ବିଭାଗ ବିଆରସି

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି | ଲାଞ୍ଚ ନେଉଥିବାବେଳେ ଜଣେ କର୍ମଚାରୀ ଧରାପଡ଼ିଛନ୍ତି | ଲାଞ୍ଚ ନେଇ ଧରାପଡିଥିବା କର୍ମଚାରୀ ଜଣକ ହେଉଛନ୍ତି ଦେଓଗାଁ ଜଳ ଓ ପରିମଳ ବିଭାଗର ବିଆରସି ମଧୁସୂଦନ ପଟେଲ। ମିଳିଥିବା ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ଛିଣ୍ଡୁନି ସାଂସଦ ଅଙ୍କ, ବିଜେଡି ଖେଳିବ କି ମହିଳା କାର୍ଡ?

ବଲାଙ୍ଗୀର: ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀରେ କିଏ ବିଜେଡି ପ୍ରାର୍ଥୀ ହେବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳ ଏଥରକ କଳିକେଶ ନାରାୟଣ ସିଂଦେଓଙ୍କୁ ପ୍ରାର୍ଥୀ କରିବ ନା ମହିଳା କାର୍ଡ ଖେଳିବ? ଏହିଭଳି ପ୍ରଶ୍ନ ଏବେ ନିର୍ବାଚନମଣ୍ଡଳୀ ସାରା ଘୂରିବୁଲୁଛି। ସାଂସଦ ପ୍ରାର୍ଥୀ ଭ‌ାବେ…
ଅଧିକ ଖବର ଦେଖନ୍ତୁ...

ବିଜେଡି-କଂଗ୍ରେସ ‘ପଟ୍ଟା’ ଟକ୍କର୍‌

ବଲାଙ୍ଗୀର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି-କଂଗ୍ରେସ ମଧ୍ୟରେ ଟକ୍କର୍‌ ଏବଂ ତିକ୍ତତା ସେତିକି ବଢୁଛି। ସୋମବାର ‘ପଟ୍ଟା’ ପ୍ରସଙ୍ଗ ନେଇ ଉଭୟ ଦଳ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଛନ୍ତି। ସହରର ଭୂମିହୀନଙ୍କୁ ସରକାର ତୁରନ୍ତ ଜମି ପଟ୍ଟା ଦେବାଦାବିରେ ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

ଟିକିରିପଡ଼ାରେ ବିଦ୍ୟୁତ୍‌ ବିଭ୍ରାଟ: ଗ୍ରିଡ୍‌ ଆଗରେ ମହିଳାଙ୍କ ଧାରଣା

ତୁଷୁରା: ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ମହିଳାମାନେ ତୁଷୁରା ବିଦ୍ୟୁତ୍‌ ଗ୍ରିଡ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ପ୍ରକାଶ ଯେ, ଟିକିରିପଡ଼ାସ୍ଥିତ ତୋଷାଳୀ ସ୍କୁଲ ସମ୍ମୁଖରେ ଲାଗିଥିବା ଟ୍ରାନ୍ସଫର୍ମର ପୋଡ଼ି…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ଯୁବକ ମୃତ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଫାଣ୍ଡି ଅଧୀନ ସାରସମାଲ ଗାଁରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଁର ବିଜୟ ନାଗ (୨୮) ଶନିବାର ରାତିରେ ଘରେ ଶୋଇଥିବା ବେଳେ ଏକ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ଏନେଇ ଜାଣିବା ପରେ ବଲାଙ୍ଗୀର ଭୀମଭୋଇ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ମେଡିକାଲ୍‌ ଟିଚିଂ କଲେଜ୍‌ ଓ ହସ୍ପିଟାଲ୍‌ ଉଦ୍‌ଘାଟିତ: ମଞ୍ଚରୁ ଓହ୍ଲାଇଗଲେ ନରସିଂହ, କହିଲେ…

ବଲାଙ୍ଗୀର: ଶନିବାର ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ମେଡିକାଲ୍‌ କଲେଜ୍‌ ହସ୍ପିଟାଲର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ ସଭାରେ ବକ୍ତବ୍ୟ ରଖିବାକୁ ସୁଯୋଗ ମିଳିନଥିବାରୁ ବିଧାୟକ ଶ୍ରୀ ମିଶ୍ର ମଞ୍ଚରୁ ଓହ୍ଲାଇ ଫେରି ଯାଇଥିଲେ। ପ୍ରତିକ୍ରିୟା ରଖି ସେ…
ଅଧିକ ଖବର ଦେଖନ୍ତୁ...