ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଛିଡ଼ା ହୋଇଥିବା ବାଲି ଟ୍ରକକୁ ପିଟିଲା କାର୍: ଜଣେ ଗୁରୁତର, ୩ ଆହତ

ସୋର: ରାସ୍ତା କଡରେ ଛିଡ଼ା ହୋଇଥିବା ବାଲି ଟ୍ରକକୁ ଏକ କାର ଧକ୍କା ଦେବା ଫଳରେ କାରରେ ଥିବା ଚାରି ଜଣଙ୍କ ମଧ୍ୟରୁ ତିନିଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ସକାଳେ ପଶ୍ଚିମବଙ୍ଗ କଣ୍ଟେଇ ଅଞ୍ଚଳର ଅବଦୁଲ କରିମ ଖାନ,ରହମାନ ଅଲି ଖାନ ଓ ଆଜାଦ ଅଲି ଖାନ…
ଅଧିକ ଖବର ଦେଖନ୍ତୁ...

ଘର ଉପରେ ବଜ୍ରପାତ: ଫାଟିଲା ଛାତ ଓ କାନ୍ଥ

ଜଳେଶ୍ୱର/ଚନ୍ଦନେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ମହମ୍ମଦନଗର ପାଟଣା ପଞ୍ଚାୟତର ଚାଲନ୍ତି ଗାଁରେ ରବିବାର ସକାଳେ ବଜ୍ରପାତ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ଗ୍ରାମର ଉମାକାନ୍ତ ଗିରିଙ୍କ ଘର ଉପରେ ବଜ୍ରପାତ ହେବାଫଳରେ ତାଙ୍କ ଘର କାନ୍ଥ ଫାଟିଯିବା ସହ ଆଜ୍‌ବେଷ୍ଟସ୍‌ ସବୁ ଫାଟି…
ଅଧିକ ଖବର ଦେଖନ୍ତୁ...

ମନ୍ଦିରରୁ ଚୋରି କରୁଥିବା ୭ ଜଣିଆ ଗ୍ୟାଙ୍ଗକୁ ଧରିଲା ବାଲେଶ୍ୱର ପୁଲିସ

ବାଲେଶ୍ଵର: ବିଗତ କିଛି ଦିନ ହେବ ବାଲେଶ୍ଵର ଜିଲ୍ଲାରେ ବିଭିନ୍ନ ମନ୍ଦିର ଚୋରି ଘଟଣା ସାମ୍ନାକୁ ଆସୁଥିବା ବେଳେ ବାଲେଶ୍ଵର ପୁଲିସ ଘଟଣାର ପର୍ଦ୍ଦଫାଶ କରିଛି। ଜିଲ୍ଲାର ବିଭିନ୍ନ ଫାଣ୍ଡିରେ କେସ ରେଜିଷ୍ଟର ପରେ ବାଲେଶ୍ୱର ଏସପିଙ୍କ ନିର୍ଦେଶରେ ସଦର ଏସ.ଡି.ପିଓଙ୍କ ନେତୃତ୍ୱରେ ବାଲେଶ୍ୱର ଓ…
ଅଧିକ ଖବର ଦେଖନ୍ତୁ...

୩୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ୍: ୩ କର୍ମଚାରୀ ଗୁରୁତର

ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ସ୍ଥିତ ଆରଏମସି ମୋବାଇଲ ଚେକ ପୋଷ୍ଟକୁ ଧକ୍କା ଦେଇ ଜାତୀୟ ରାଜପଥରୁ ୩୦ ଫୁଟ ତଳକୁ ଖସି ପଡ଼ିଛ ପିକଅପ୍। ୩ ଜଣ ଆରଏମସି କର୍ମଚାରୀ ଗୁରୁତର। ବିବରଣୀରୁ ପ୍ରକାଶ ଯେ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ଆଜି ଭୋର ସମୟରେ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ପରେ ମୋ ସ୍ବାମୀ ରାଜାଶ୍ରୀ ମହାନ୍ତି ହିଁ ରାଜନୀତି କରିବେ: ବର୍ଷା ସୋନି

ଭୁବନେଶ୍ବର/ବସ୍ତା: ମୁଁ ରାଜନୀତି କରିବି ନାହିଁ। ମତେ ଭବିଷ୍ୟତରେ ମଧ୍ୟ ରାଜନୀତିରେ ଦେଖିବେ ନାହିଁ। କିନ୍ତୁ ସମାଜସେବା କରିବି। ଆମ ପରିବାରେ ବାପା ହିଁ ଆଗକୁ ରାଜନୀତି କରିବେ। ବାପାଙ୍କ ପରେ ମୋ ସ୍ବାମୀ ରାଜାଶ୍ରୀ ମହାନ୍ତି ହିଁ ରାଜନୀତି କରିବେ। ମୁଁ  ଏବଂ ମୋ ସ୍ବାମୀ ସବୁବେଳେ…
ଅଧିକ ଖବର ଦେଖନ୍ତୁ...

ଜଳୁଛି କୁଳଡ଼ିହା ଅଭୟାରଣ୍ୟ, ନଆଁ ଆୟତ୍ତ କରିବାକୁ ପହଞ୍ଚିପାରିନି ବନ ବିଭାଗ

ନୀଳଗିରି: କୁଳଡିହା ଅଭ୍ୟାରଣ୍ୟରେ ଲାଗିଲା ନିଆଁ। ଅଭ୍ୟାରଣ୍ୟର ଝରଣାଘାଟି ନିକଟ ଛତାହୁଡ଼ି ନିକଟରେ ବ୍ୟାପି ଚାଲିଛି ନିଆଁ। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ବନ ବିଭାଗ ପହଂଚି ନଥିବା ବେଳେ ଅଞ୍ଚଳବାସୀ ନିଆଁକୁ ଆୟତ ପାଇଁ କରୁଛନ୍ତି ଉଦ୍ୟମ। ଜଙ୍ଗଲର ଲାଗିଥିବା ନିଆଁରେ ବହୁ ଗଛ ସହ…
ଅଧିକ ଖବର ଦେଖନ୍ତୁ...

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୁଣି ବିଜେଡିରେ ଯୋଗଦେଇ ପାରନ୍ତି

ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରୁ ଲଗାତାର ୧୯୯୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ପାଞ୍ଚଥର ନିର୍ବାଚିତ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ପାଖର ପଂଚାୟତ ଚକପଦା ଗ୍ରାମର ଜଣେ ଯୁବକ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ହେଲେ ମାୟାଧର ବାରିକଙ୍କ ପୁଅ ଉମାଶାଙ୍କର ବାରିକ (୩୦)। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଉମାଶାଙ୍କର ଜଣେ ବ୍ୟକ୍ତିଙ୍କ ଘରେ ବିଦ୍ୟୁତ ସଂଯୋଗ କାମ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ଶିଶୁପୁତ୍ର ଉଦ୍ଧାର

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରୁ ଚୋରି ଶିଶୁପୁତ୍ର ଉଦ୍ଧାର ହୋଇଛି। ବିଳମ୍ବିତ ରାତିରେ ରେମୁଣା ଥାନା ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୁଲିସ। ଶିଶୁଟିକୁ ଚୋରି କରିଥିବା ମହିଳାଜଣକ ଗତକାଲି ତାଙ୍କ ଶିଶୁକନ୍ୟାକୁ ଧରି ସ୍ୱାମୀଙ୍କ ସହ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଜାଗର ଦିନ ଘରଛାଡ଼ି ବାହାରକୁ ଯାଇଥିଲେ; ୨୮ ଦିନ ପରେ ଉଦ୍ଧାର ହେଲା ଗଳିତ ଶବ

ନୀଳଗିରି: ପଞ୍ଚଲିଙ୍ଗେଶ୍ବର ବିଟ୍ ଅଧୀନ କେନ୍ଦୁଚତୁରୀ ନିକଟରୁ ଗଳିତ ଶବ ଉଦ୍ଧାର ହୋଇଛି। ଶବଟି ସ୍ଥାନୀୟ କେନ୍ଦୁନାଳ ଗ୍ରାମର ମାଧ ସିଂ (୫୭) ବୋଲି ଜଣାପଡିଛି। ସୂଚନା ଅନୁସାରେ ଗତ ଜାଗର ଦିନ ମାଧ ସିଂ ଘରୁ ରାଗି ଚାଲି ଯାଇଥିଲେ। ଏହା ପରେ ପରିବାର ଲୋକେ ଏଣେତେଣ ଅନେକ ଖୋଜାଖୋଜି ଜାରି…
ଅଧିକ ଖବର ଦେଖନ୍ତୁ...