ବାଲିଆପାଳ: ରାସନକାର୍ଡ କଟାଯିବାକୁ ନେଇ ଉତ୍ତେଜନା

ବାଲେଶ୍ୱର: ବାଲିଆପାଳ ବ୍ଲକରେ ରାସନକାର୍ଡ କଟାଯିବାକୁ ନେଇ ମଙ୍ଗଳବାର ଉତ୍ତେଜନା ଦେଖାଯାଇଛି। ଉତ୍ତେଜିତ ଲୋକେ ବ୍ଲକ କାର୍ଯ୍ୟାଳୟରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଜାମୁକଣ୍ଡା ପଞ୍ଚାୟତର ୭୦ଜଣଙ୍କ ରାସନକାର୍ଡ କଟାଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର