ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ସାମୂହିକ ବିଷପାନ: ଉଜୁଡ଼ିଗଲା ସାରା ପରିବାର, ଶେଷରେ ଆଖି ବୁଜିଲେ ମା’

ସୋହେଲା: ବରଗଡ଼ ଜିଲ୍ଲା ସୋହେଲାରେ ରବିବାର ଗୋଟିଏ ପରିବାରର ତିନି ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗତକାଲି ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ମା ଆଖି ବୁଜିଛନ୍ତି। ସୂଚନାଯୋଗ୍ୟ ଯେ ମାଷ୍ଟରପଡ଼ାର ଅର୍ଜୁନ ସାହୁଙ୍କ ୬ ତାରିଖ ପରଲୋକ ଘଟିଥିଲା। ପରିବାରଲୋକେ ସେହି…
ଅଧିକ ଖବର ଦେଖନ୍ତୁ...

ବିଷ ଜାଲରେ ସଫା ହୋଇଗଲା ପୁରା ପରିବାର: ସପ୍ତାହକ ମଧ୍ୟରେ ମୂଳପୋଛ ହୋଇଗଲା ଅର୍ଜୁନଙ୍କ ପରିବାର

ସୋହେଲା: ବରଗଡ଼ ଜିଲ୍ଲା ସୋହେଲାରେ ରବିବାର ଗୋଟିଏ ପରିବାରର ତିନି ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଗତକାଲି ଭାଇ, ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ମାଙ୍କର ମୃତ୍ୟୁ ହୋଇଯାଇଛି | ଘର ମୁଖିଆଙ୍କ ମୃତ୍ୟୁ ପରେ ମର୍ମାହତ ହୋଇ ପରିବାରର ସଦସ୍ୟ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...

ଘରମୁଖିଆଙ୍କ ମୃତ୍ୟୁ ପରେ ମର୍ମାହତ ପରିବାର ବିଷ ପିଇଲେ: ଭାଇ-ଭଉଣୀ ମୃତ, ମା’ ଗୁରୁତର

ସୋହେଲା: ବରଗଡ଼ ଜିଲ୍ଲା ସୋହେଲାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ତିନି ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭାଇ, ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଘର ମୁଖିଆଙ୍କ ମୃତ୍ୟୁ ପରେ ମର୍ମାହତ…
ଅଧିକ ଖବର ଦେଖନ୍ତୁ...

ପରିବାର ମୁଖ୍ୟଙ୍କ ବିୟୋଗରେ ଶୋକାକୁଳ ହୋଇ ବିଷପିଇ ଥିଲେ ୩ ଜଣ: ଭାଇଭଉଣୀଙ୍କ ମୃତ୍ୟୁ, ମା’ ଗୁରୁତର

ବରଗଡ଼: ପରିବାରର ମୁଖ୍ୟଙ୍କ ବିୟୋଗରେ ସ୍ତ୍ରୀ ଓ ପୁଅଝିଅ ଭାଙ୍ଗି ପଡ଼ିଥିଲେ। ଏହି କାରଣରୁ ବିଷପିଇ ଜୀବନ ହାରିବାକୁ ଚାହୁଁଥିଲେ। କୀଟନାଶକ ପିଇଲା ପରେ ମା’, ପୁଅ ଓ ଝିଅ ଗୁରୁତର ହୋଇଥିଲେ। ତେବେ ଡାକ୍ତରଖାନା ନେବା ସମୟରେ ଭାଇଭଉଣୀଙ୍କ ମୃତ୍ୟୁ ପରେ ମା’ ଡାକ୍ତରଖାନାରେ ଚିକିତ୍ସିତ…
ଅଧିକ ଖବର ଦେଖନ୍ତୁ...

ମୁଖିଆଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଲା ପରିବାର; କୀଟନାଶକ ପିଇ ଗୋଟିଏ ପରିବାରର ତିନି ଜଣ ଗୁରୁତର

ବରଗଡ଼: କୀଟନାଶକ ପିଇ ଗୋଟିଏ ପରିବାରର ତିନି ଜଣ ଗୁରୁତର। ବରଗଡ଼ ଜିଲ୍ଲା ସୋହେଲା ଥାନା ଅଧୀନ ମାଷ୍ଟର୍‌ପଡ଼ାରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି।  ତିନି ଗୁରୁତରଙ୍କୁ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ମାଷ୍ଟର୍‌ପଡ଼ାର ସ୍ବର୍ଗତ ଅର୍ଜୁନ…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ମା’ ସମଲେଶ୍ବରୀ ପୀଠରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ବରଗଡ଼: ଶନିବାର ଅପରାହ୍‌ଣ ୪ଟାରେ ନୂଆଁଖାଇ ଲଗ୍ନ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ପୀଠରେ ଧାର୍ଯ୍ୟ କରାଯାଇଛି। ଲଗ୍ନ ଅନୁସାରେ ନିଶାର୍ଦ୍ଧ ପରେ ମାଁ ସମଲେଇଙ୍କ ପୀଠରେ ନବାନ୍ନ ଲାଗିବ। ୨୦ ତାରିଖ ବୁଧବାର ଭାଦ୍ରବ ଶୁକ୍ଳ ପଞ୍ଚମୀ ଅମୃତ ବେଳାରେ ୧୦.୪୨ ଗତେ ୧୨.୪୪ ବିଛା ଓ ଧନୁ…
ଅଧିକ ଖବର ଦେଖନ୍ତୁ...

ଶାଢ଼ିରେ ଫାଶି ଲଗାଇ ଝୁଲିପଡ଼ିଲେ ମହିଳା

ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଝୁଲପିଆପାଲି ଗ୍ରାମର ଗୋପୀନାଥ ଭୁଏଙ୍କ ପତ୍ନୀ ପଙ୍କଜିନୀ ଭୁଏ ଘରେ ଶାଢ଼ିରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରାପ୍ତ ସୂଚନାନୁସାରେ ଗତ ୩ ବର୍ଷ ତଳେ ଗାଈସିଲେଟ ଥାନା ଅଏଁଲାବାହାଲ ଗ୍ରାମର ଚିନ୍ତାମଣି ଭୁଏ ଝିଅ ପଙ୍କଜିନୀଙ୍କୁ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡିଶାରେ ଲଘୁଚାପ ବଳୟ ସକ୍ରିୟ ରହିଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦକ୍ଷିଣପୂର୍ବ ମୌସୁମୀ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ଧରି ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗିରହିବ, ବୋଲି ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର ‌ବଢ଼େଇଙ୍କ ପରଲୋକ

ବରଗଡ଼: ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଟାଲ ନିବାସୀ ମହେନ୍ଦ୍ର ବଢ଼େଇଙ୍କ ଗୁରୁବାର ପ୍ରାୟ ରାତି ୧୦ଟା ବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ପରଲୋକ ଘଟିଛି। ଦୁଇ ଦିନ ତଳେ ହୃଦ୍‌ଘାତଜନିତ ସମସ୍ୟା କାରଣରୁ ସେ ଚିକିତ୍ସାଧୀନ ଥିଲେ। ଗୁରୁବାର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ; ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇପଡ଼ିଥିଲେ ସୁଦ୍ଧା ଏହା ସହ ଜଡିତ ଥିବା ଘୂର୍ଣ୍ଣିବଳୟ ଆଜି (ଗୁରୁବାର) ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...