ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଟ୍ରାକ୍ଟର ଓଲଟିଲା, ଡ୍ରାଇଭର ଗୁରୁତର

ବେଲପାହାଡ଼: ଲଖନପୁର ବ୍ଲକ୍‌ ଦଲଗାଁ ପଞ୍ଚାୟତ ନେଗିପାଲି ରାସ୍ତା ପାର୍ଶ୍ୱରେ ଥିବା ପଥର କ୍ୱାରିଠାରେ ଏକ ଟ୍ରାକ୍ଟର (ଓଆର ୧୫ଏଫ ୨୯୧୪) ଓଲଟି ଯିବାରୁ ଡ୍ରାଇଭର ଅନୀଲ ରୋହିଦାସ (୨୨) ଗୁରୁତର ଆହତ ହୋଇଛନ୍ତି। ଟ୍ରାକ୍ଟରରେ ଜମିରେ କାଦୁଆ କରି ଫେରୁଥିବା ସମୟରେ ବୁଧବାର ଅପରାହ୍‌ଣରେ ଏହି…
ଅଧିକ ଖବର ଦେଖନ୍ତୁ...

ମା’ ପାଠ ପଢ଼ି ଯିବାକୁ କହିବାରୁ ୭ମ ଶ୍ରେଣୀ ଛାତ୍ରୀ କଲା ଆତ୍ମହତ୍ୟା

ଦେବଗଡ଼: ମା’ ପାଠ ପଢ଼ି ଯିବାକୁ କହିବାରୁ ୭ମ ଶ୍ରେଣୀ ଛାତ୍ରୀ ବୁଧବାର ଅପରାହ୍ନରେ ଆତ୍ମହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ ଦେବଗଡ଼ ସଦର ଥାନା ଅନ୍ତର୍ଗତ ୭ ନମ୍ବର ଓ୍ଵାର୍ଡରେ ଏହି ଅଭାବନୀୟ ଘଟଣା ଘଟିଛି। ସ୍ୱର୍ଗତ ସୁବର୍ଣ୍ଣ ପ୍ରଧାନଙ୍କ ଝିଅ ଉମା ପ୍ରଧାନ ଜିଲ୍ଲାର ତିଲେଇବଣୀ ବ୍ଲକ…
ଅଧିକ ଖବର ଦେଖନ୍ତୁ...

ଭାଗ୍ୟକୁ ଆଦରି ପର କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛନ୍ତି ଭାଗ୍ୟ:ପୂରୁନି ଭତ୍ତା ଟଙ୍କା, ଅର୍ଦ୍ଧାହାରରେ ଜୀବନ

ଦେବଗଡ଼: ନିଜର ବୋଲି କେହି ନାହାନ୍ତି ଆଶ୍ରୟ କହିଲେ କୁଡ଼ିଆ ଘର, ତାହା ବି ନିଜର ନୁହେଁ। ଭଙ୍ଗା ଦଦରା କୁଡ଼ିଆ ଘର କେତେବେଳେ ଯେ ଭାଙ୍ଗି ଉପରେ ମାଡ଼ି ବସିବ କହିହେଉନି। ସରକାରଙ୍କ ପକ୍ଷରୁ ଯେଉଁ ଚାଉଳ ଗଣ୍ଡାଏ ମିଳୁଥିଲା ତାହା ବି ବନ୍ଦ ହୋଇ ଯାଇଥିବା ବେଳେ ଭତ୍ତା ବାବଦ ମିଳୁଥିବା ୩୦୦ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ରିଆମାଳ ବ୍ଲକରେ ପୁଣି ଭିଡିଓ ଭାଇରାଲ୍‌

ରିଆମାଳ: ରିଆମାଳ ବ୍ଲକ କଣ୍ଢେଇଗୋଳା ଥାନାଞ୍ଚଳରେ ପୁଣି ଜଣେ ଯୁବତୀ (୧୯ ବର୍ଷ)ଙ୍କ ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତା ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଯୁବତୀ ଜଣକ ପଢ଼ିବା ବେଳେ ଅନୁଗୁଳ ଜିଲ୍ଲା ଛେଣ୍ଡପଦା ଥାନା ଅନ୍ତର୍ଗତ ପୁରୁଣାଗଡ ଗ୍ରାମର ବିଜୟ ସାହୁ(୨୬) ସହ…
ଅଧିକ ଖବର ଦେଖନ୍ତୁ...

ଅସହ୍ୟ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ଦେବଗଡ଼: ଗୁରୁବାର ଦ୍ୱିପହରୁ ଜିଲ୍ଲାର ସମସ୍ତ ଅଂଚଳରେ ଘଡଘଡି ପବନ ସହ ପ୍ରବଳ ବର୍ଷା ହୋଇଥିଲା। ଯାହା ଫଳରେ କି ଜିଲ୍ଲାବାସୀ ଆଶ୍ୱସ୍ତି ପାଇଛନ୍ତି। ରିଆମାଳ ବ୍ଲକର ଖିଲେଇ ଗ୍ରାମରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ୪ରୁ ୫ଟି ଘରର ଛପର ଉଡାଇ ନେଇଛି। ସେମାନଙ୍କ କ୍ଷୟକ୍ଷତି ଆକଳନ କରାଯାଇ ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

ଅଣସଂଗଠିତ କ୍ଷେତ୍ର ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ୁଛି:ପ୍ରତିକାର ପାଇଁ ଭାରତୀୟ ମଜଦୁର ସଂଘର ଦାବିପତ୍ର

ଦେବଗଡ଼: ଓଡ଼ିଶାରେ ଅଣସଂଗଠିତ ଶ୍ରମିକ ଓ ଦାଦନ ଶ୍ରମିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ଶ୍ରମିକମାନେ ବିଭିନ୍ନ କଳ କାରଖାନା, କୋଠାବାଡି, ସେତୁ ନିର୍ମାଣ, ଜଳସେଚନ, ଜଳ ଯୋଗାଣ, ବିଦ୍ୟୁତ୍‌, ଟେଲିଫୋନ, ବିଭିନ୍ନ ଖଣି ଖାଦାନ ଇତ୍ୟାଦିରେ ନିୟୋଜିତ ଥାଇ ନିର୍ଯାତିତ ହେଉଛନ୍ତି। ଏହା…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲା ପଥର କ୍ୱାରି ଦୁର୍ଘଟଣା:୧୪ ଦିନ ପରେ ପହଞ୍ଚିଲା ଘନଶ୍ୟାମଙ୍କ ଶବ

ଦେବଗଡ଼: ସବୁଆଡ଼େ ରଜ ପର୍ବ ପାଇଁ ଉତ୍ସବର ମାହୋଲ ରହିଥିବା ବେଳେ ଜିଲ୍ଲାର ଝରାକଣ୍ଡଳ ଗ୍ରାମରେ ଗୁରୁବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ବରିପୁଟ ନିକଟରେ ଥିବା ଗୁମ୍ମାପଥର କ୍ୱାରି ଧସିବା ଘଟଣାରେ ଦେବଗଡ଼ ଜିଲ୍ଲାର ଘନଶ୍ୟାମ ଗୁରୁଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼: ମଦ ପିଇ ବାପାକୁ ଗୁଳି ମାରିଦେଲା ପୁଅ

ଦେବଗଡ଼: ଗତକାଲି ଥିଲା ପହିଲି ରଜ। ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅନ୍ତଗ;ତ ଶ୍ରୁଙ୍ଗିପାଳ ଗାଁର ବାପପୁଅ ସାଗ ହୋି ମଦ୍ୟପାଳନ କଲେ। ମଦ ପିଇ ସାରିବା ପରେ କୌଣସି କଥାକୁ ନେି ଆରମ୍ଭ ହେଲା ବାପପୁଅଙ୍କ ଭିତର ଯୁକ୍ତ୍‍ି ତର୍କ। ଆଉ ଏହି ଯୁକ୍ତିତର୍କ ବଢ଼ିବଢ଼ି ଉଗ୍ର ରୁପ ଧାରଣ କଲା। ଶେଷର ପୁଅ…
ଅଧିକ ଖବର ଦେଖନ୍ତୁ...

ଯୁବତୀକୁ ଦୁଷ୍କର୍ମ!

ଦେବଗଡ଼: ବାରକୋଟ ଥାନାଞ୍ଚଳର ଜଣେ ଆଦିବାସୀ ଯୁବତୀଙ୍କୁ ଠାକୁରପାଲି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିଥିବା ବୁଧବାର ବାରକୋଟ ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି। ଗତ ୬ ତାରିଖ ଉକ୍ତ ଯୁବତୀ ଜଣକ ବାରକୋଟ ଥାନା ପୁରୁଣାପାଣି ଗ୍ରାମର ପପୁନ…
ଅଧିକ ଖବର ଦେଖନ୍ତୁ...

ଗାଁକୁ ଏବେ ବି ରାସ୍ତା ନାହିଁ

ରିଆମାଳ: ନାଉଲିପଡା ପଞ୍ଚାୟତ ବାଲିଯୁରୀ ଗ୍ରାମକୁ ରାସ୍ତା ନାହିଁ। ଗ୍ରାମର ଲୋକମାନେ ବର୍ଷା ଦିନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ଜାତୀୟ ରାଜପଥ ୨୦୦ରୁ ସତୀଘାଟ ନିକଟରୁ ବାଲିଯୁରୀକୁ ଏକ କଚ୍ଚା ରାସ୍ତା ଅଛି। ଏହି ଗ୍ରାମକୁ ଯିବା ପଇଁ ସତୀଘାଟ ନାଳ ଡେଇଁ ଯିବାକୁ ପଡେ।…
ଅଧିକ ଖବର ଦେଖନ୍ତୁ...