ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ସ୍ଲରି ପାଇପ୍‌ ଲାଇନ୍‌ ପାଇଁ ଉତ୍ତେଜନା, ଥାନାରେ ଅଭିଯୋଗ

ଚଣ୍ଡିଖୋଲ : କେଇସି ଇଣ୍ଟରନେସନାଲ ନାମକ ଏକ କମ୍ପାନି ପାରାଦୀପକୁ ଲୁହାଗୁଣ୍ଡ ପଠାଇବା ପାଇଁ ଏବେ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ପାଇପ୍‌ ବିଛା କାର୍ଯ୍ୟ ଜାରି ରଖିଛି। ଏହି ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଟିକଟା ଛକ ନିକଟ ଦେଇ ରାଜପଥର ଅପର ପାର୍ଶ୍ୱକୁ ‘୭/ଏ’ କେନାଲ…
ଅଧିକ ଖବର ଦେଖନ୍ତୁ...

ବେଆଇନ ଗୋଚାଲାଣ, ବିଗୁଡୁଛି ଆଇନଶୃଙ୍ଖଳା

ଯାଜପୁର : ଯାଜପୁର ଜିଲ୍ଲାରେ ବେଆଇନ ଗୋରୁ ଚାଲାଣ ଅନିୟନ୍ତ୍ରିତ ହୋଇପଡ଼ିଛି। ଯାହାକୁ ନେଇ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ଜାତୀୟ ରାଜପଥ ୧୬ ଓ ୫୩ ପାର୍ଶ୍ବରେ ଥିବା ଥାନାଗୁଡ଼ିକ ସହିତ ଗୋରୁ ବେପାରୀଙ୍କ ଅସାଧୁମେଣ୍ଟ ଯୋଗୁଁ ଯାଜପୁର ଜିଲ୍ଲା ଏବେ…
ଅଧିକ ଖବର ଦେଖନ୍ତୁ...

ଦେଢ଼ବର୍ଷରେ ଭଙ୍ଗାଗଲା ରୂପାନ୍ତରିତ ବିଦ୍ୟାଳୟ ପାଚେରି

ଧର୍ମଶାଳା : ୫-ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ଧର୍ମଶାଳା ବ୍ଲକ୍ ନେଉଳପୁରସ୍ଥିତ ନୀଳସୁନ୍ଦର ସରକାରୀ ହାଇସ୍କୁଲର ପାଚେରିକୁ ଗତକାଲି ଭାଙ୍ଗି ଦିଆଯାଇଛି। ଦେଢ଼ବର୍ଷ ପୂର୍ବେ ଏହାକୁ ରଙ୍ଗ କରାଯାଇ ବିଭିନ୍ନ ମହାପୁରୁଷଙ୍କ ଚିତ୍ର ଅଙ୍କା ଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଉଦ୍‌ଘାଟିତ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନା ଛାତରୁ ଖସିଲା କଂକ୍ରିଟ

ହରିପୁର : ରସୁଲପୁର ବ୍ଲକ୍‌ର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ନରସିଂହପୁର ପଞ୍ଚାୟତ ହରିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ନରସିଂହପୁର ଗ୍ରାମର ପ୍ରଶାନ୍ତ ମଳିକଙ୍କ ପତ୍ନୀ ଭାମା ମଳିକ ଏପରି ଅଭିଯୋଗ କରିଛନ୍ତି। ଗତ ୨୦…
ଅଧିକ ଖବର ଦେଖନ୍ତୁ...

ପୋଲ ଭୁଶୁଡ଼ିବା ଘଟଣାର ଯାଞ୍ଚ କଲେ ବିଶେଷଜ୍ଞ ଦଳ

ରସୁଲପୁର : ରସୁଲପୁର ବ୍ଲକ୍ ଛକ ନିକଟ ଓରାଳିଠାରେ ଗତ ୧୮ ତାରିଖ ସକାଳେ ଜାତୀୟ ରାଜପଥରେ ଏକ ପୋଲ ଭୁଶୁଡି ପଡ଼ିଥିଲା। ଏହାର ପ୍ରତିବାଦରେ ଗତକାଲି ବିଜେଡି ପକ୍ଷରୁ ପୋଲ ଭୁଶୁଡ଼ିବା ସ୍ଥାନରେ ଗଣଧାରଣା ଦିଆଯାଇଥିଲା। ଶନିବାର ଅପରାହ୍‌ଣରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ୩ ଜଣିଆ ବିଶେଷଜ୍ଞ ଟିମ୍…
ଅଧିକ ଖବର ଦେଖନ୍ତୁ...

ବର୍ଷା ବେଳେ ରାସ୍ତା ମଝିରେ ଡ୍ରେନ୍‌ କାମ

ଧର୍ମଶାଳା : ଲଘୁଚାପ ବର୍ଷା ସମୟରେ ଧର୍ମଶାଳା-କବାଟବନ୍ଧ ରାସ୍ତାର ଜାରକା ବଜାର ଜାମୁବଣିଆ ନିକଟରେ ଡ୍ରେନ୍ ନିର୍ମାଣ ହେଉଛି। ବର୍ଷାବେଳେ ରାସ୍ତା ମଝିରେ ହେଉଛି କଂକ୍ରିଟ୍ କାମ। ବର୍ଷାରେ ସିମେଣ୍ଟ ଧୋଇ ହୋଇ ଯାଉଥିବାରୁ ଏହାର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠିଛି। ଡ୍ରେନ୍‌ ନିର୍ମାଣ ପାଇଁ…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀ ନଦୀଶଯ୍ୟା ଏବେ ତଣ୍ଡିବଣ, ବର୍ଷାଋତୁରେ ବି ନଦୀଶଯ୍ୟା ଶୁଷ୍କ

ବରୀ : ଯାଜପୁର ଜିଲ୍ଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଅସ୍ତିତ୍ବ ହରାଇବାକୁ ବସିଛି। ବର୍ଷାଋତୁରେ ସବୁ ନଦୀରେ ପାଣି ଥିଲା ବେଳେ ଏହି ନଦୀ ଶୁଖିଲା ପଡ଼ିଥିବା ଦେଖିବାକୁ ମିଳିଛି। ‌କେବଳ ସେତିକି ନୁହେଁ, ନଦୀଶଯ୍ୟା ଏବେ ତଣ୍ଡିବଣରେ ଭରିଯାଇଛି। ଯେଉଁଆଡ଼େ ଦେଖିଲେ ଘାସ ଅରମା ବଣ।…
ଅଧିକ ଖବର ଦେଖନ୍ତୁ...

ଯାଜପୁରରୋଡରେ ୬ ରେଲୱେ ଠିକା ଶ୍ରମିକଙ୍କ ମୃତ୍ୟୁ ମାମଲା: କ୍ଷତିପୂରଣ ଦାବିରେ ଗଣଧାରଣା

ଯାଜପୁର/ବୈତରଣୀରୋଡ: ରେଳଡବା ମାଡ଼ିଯିବା ଘଟଣାରେ ମୃତ୍ୟୁ ହୋଇଥିବା ୬ଜଣ ଦିନମଜୁରିଆ ପରିବାର ପ୍ରତି ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ପ୍ରତିବାଦରେ ଆଜି କୋରେଇ ବ୍ଲକ୍‌ର ଦୁଲାଖାପାଟଣା ଷ୍ଟେସନ୍ ନିକଟରେ ଗଣଧାରଣା ଦିଆଯାଇଥିଲା। ଏହି ଆନ୍ଦୋଳନରେ ଶହଶହ ପୁରୁଷ ମହିଳା ସାମିଲ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ପୋଲ ଭୁଶୁଡ଼ିବା ପ୍ରତିବାଦରେ ବିଜେଡିର ଧାରଣା

ରସୁଲପୁର: ୧୬ ନମ୍ବର ଜାତୀୟ ରାଜପଥର ରସୁଲପୁର ବ୍ଲକ୍ କାର୍ଯ୍ୟାଳୟ ନିକଟସ୍ଥ ଓରାଳି ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଛି। ପ୍ରାୟ ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ପୋଲଟି ଗତ ୧୮ ତାରିଖ ସକାଳେ ଭୁଶୁଡ଼ି ପଡ଼ିଥିଲା। ନିମ୍ନମାନର କାର୍ଯ୍ୟ ପାଇଁ ଏଭଳି…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ଦମ୍ପତିଙ୍କ ଘରୁ ଚୋରି

କବାଟବନ୍ଧ: ଜେନାପୁର ଥାନା ଅଞ୍ଜିରା ପଞ୍ଚାୟତ ମୁରାରୀପୁର ଗ୍ରାମର ଏକ ଶିକ୍ଷକ ଦମ୍ପତିଙ୍କ ଘରୁ କେହି ଦୁର୍ବୃତ୍ତ ନଗଦ ଏକଲକ୍ଷ ଟଙ୍କା ସମେତ ଦେଢ଼ଶହ ଗ୍ରାମ ଓଜନର ସୁନା ଗହଣା ଚୋରିକରି ନେଇଥିବା ଜେନାପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ମୁରାରୀପୁର ଗ୍ରାମର ଶିକ୍ଷକ ଦମ୍ପତି…
ଅଧିକ ଖବର ଦେଖନ୍ତୁ...