ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ଝାରସୁଗୁଡ଼ାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କର୍ମୀଙ୍କୁ ଦେଲେ ୧୦ ସୂତ୍ରୀ ମନ୍ତ୍ର

ଝାରସୁଗୁଡ଼ା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି। ଗୁରୁବାର ଅପରାହ୍‌ଣ ପ୍ରାୟ ୫ଟାରେ ଶ୍ରୀ ନଡ୍ଡା ଏକ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବା ପରେ ପଣ୍ଡ୍ରିପଥରସ୍ଥିତ ଜିଲ୍ଲା ବିଜେପିର ନୂତନ କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରଙ୍କୁ ସୁରେଶଙ୍କ ଆହ୍ବାନ: ଆଗୁଆ ନିର୍ବାଚନ କରାଇ ଦେଖାନ୍ତୁ

ଝାରସୁଗୁଡ଼ା : ‘ଶୁଣିବାକୁ ମିଳୁଛି ରାଜ୍ୟ ସରକାର ଆଗୁଆ ବିଧାନସଭା ନିର୍ବାଚନ କରିବାକୁ ପ୍ରସ୍ତୁତି କରୁଛନ୍ତି। ମୁଁ ଆହ୍ବାନ ଦେଉଛି ରାଜ୍ୟ ସରକାର ଏହା କରିକି ଦେଖାନ୍ତୁ। ଓଡ଼ିଶାରେ ବିଜେଡିର କଣ ଦଶା ହେବ ‌ସେମାନେ ଜାଣିପାରିବେ। ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ…
ଅଧିକ ଖବର ଦେଖନ୍ତୁ...

ଆମ୍ବ ତୋଳିବା ବେଳେ ଗଛରୁ ପଡ଼ି ନାବାଳକ ମୃତ

ଝାରସୁଗୁଡ଼ା : ସଦର ଥାନା ଅନ୍ତର୍ଗତ ସାରସମାଲରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆମ୍ବ ତୋଳିବାକୁ ଗଛକୁ ଚଢ଼ିଥିବା ଜଣେ ନାବାଳକ ଖସି ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସାରସମାଲର ବୃନ୍ଦାବନ ମୁଣ୍ଡା(୧୭)। ସୂଚନା ପାଇ ସଦର ଥାନା ପୁଲିସ୍ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଝାରସୁଗୁଡା: ଆଜିଠାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇଦିନିଆ ଓଡିଶା ଗସ୍ତ ଆରମ୍ଭ ହୋଇଛିl ଆଜି ଅପରାହ୍ନ ସାଢେ ୪ଟା ବେଳେ ଶ୍ରୀ ନଡ୍ଡା ଏକ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିଛନ୍ତିl ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିଜେପି ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କଠୁ ଝାମ୍ପିନେଲେ ୧.୮୩ ଲକ୍ଷ ଟଙ୍କା

ଝାରସୁଗୁଡ଼ା/ଲଇକେର : ସ୍ପଷ୍ଟ ଦିବାଲୋକରେ ଲୁଟ୍। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା କିରମିରାର ଅବସରପ୍ରାପ୍ତ ସେନା କର୍ମଚାରୀ ସୁରେନ୍ଦ୍ରନାଥ ପୂଜାରୀ(୮୮)ଙ୍କଠାରୁ ଦୁର୍ବୃତ୍ତମାନେ ଝାମ୍ପିନେଲେ ୧ ଲକ୍ଷ ୮୩ ହଜାର ଟଙ୍କା। ଆଜି ଦିନ ପ୍ରାୟ ସାଢେ ଏଗାରଟା ବେଳେ ଲାଇକେରା ଥାନା…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଧକ୍କାରେ ଛାତ୍ରୀ ଗୁରୁତର: ଏସଏମସି ପ୍ଲାଣ୍ଟ ସମ୍ମୁଖରେ ଅଞ୍ଚଳବାସୀଙ୍କ ଧାରଣା

ଝାରସୁଗୁଡା: ଆଜି ସକାଳୁ ବଡ଼ମାଳ ଥାନା ଅନ୍ତର୍ଗତ ଏସଏମସି ପ୍ଲାଣ୍ଟ ସମ୍ମୁଖରେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରୀ ହେଉଛନ୍ତି କୁକୁରଜଙ୍ଘା ଗ୍ରାମର ମୌସୁମୀ ବେହେରା(୧୪)। ପ୍ଲାଣ୍ଟର ବେପରୁଆ ମନୋଭାବ ଯୋଗୁ ଅଞ୍ଚଳରେ ଦୁର୍ଘଟଣା ବଢୁଥିବା…
ଅଧିକ ଖବର ଦେଖନ୍ତୁ...

ମୌସୁମୀ ପୂର୍ବରୁ ପ୍ରସ୍ତୁତି‌: କଲମା ଓ କେଲୋରେ ପାଣି ଛାଡ଼ିଲା ଛତିଶଗଡ଼

ଝାରସୁଗୁଡ଼ା : ଚଳିତ ମୌସୁମୀ ଋତୁରେ ଛତିଶଗଡ଼ ପ୍ରଥମ କରି ମଙ୍ଗଳବାର ମହାନଦୀକୁ ଜଳ ଛାଡ଼ିଛି। ସ୍ବଳ୍ପ ବୃଷ୍ଟିପାତ ସାଙ୍ଗକୁ ଛତିଶଗଡ଼ର ମନମୁଖି କାର୍ଯ୍ୟ ଯୋଗୁ ମହାନଦୀର ଓଡ଼ିଶା ପାର୍ଶ୍ବ ଟାଙ୍ଗରା ଭୂଇଁ ପାଲଟିଥିଲା। ତେବେ ଅଚାନକ ଗତକାଲିଠାରୁ ଛତିଶଗଡ଼ ସରକାର କଲମା ବ୍ୟାରେଜର ୫ଟି ଗେଟ୍‌ ଦେଇ…
ଅଧିକ ଖବର ଦେଖନ୍ତୁ...

ଆଜି ଝାରସୁଗୁଡ଼ା ଆସିବେ ନଡ୍ଡା

ଝାରସୁଗୁଡ଼ା: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି। ଗୁରୁବାର ଅପରାହ୍‌ଣ ୪ଟାରେ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ ଶ୍ରୀ ନଡ୍ଡା। ଏଠାରେ ତାଙ୍କୁ ରାଜ୍ୟସ୍ତରୀୟ ନେତାମ‌ାନେ ସ୍ବାଗତ ସମ୍ବର୍ଦ୍ଧନା ଦେବେ।…
ଅଧିକ ଖବର ଦେଖନ୍ତୁ...

ଟିକଟ ବୁକିଂ ନାଁରେ ୧.୯୮ ଲକ୍ଷ ଟଙ୍କା ଠକେଇ

ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ତଲିଭଟାରେ ରହୁଥିବା ଭୂଷଣର ଜଣେ କର୍ମଚାରୀ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଆଇଆର୍‌ସିଟିସି ୱେବସାଇଟ୍‌ ଯୋଗେ ଟିକଟ କରୁଥିଲେ। ଏହି ସମୟରେ ଟିକଟ ବାବଦକୁ ତାଙ୍କ ଆକାଉଣ୍ଟରୁ ୫ଶହ ଟଙ୍କା କଟି ଯାଇଥିଲେ ସୁଦ୍ଧା ଟିକଟ ହୋଇନଥିଲା।…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ‘ଗବ୍ବର’ର ପୁନରାବୃତ୍ତି: ଶବକୁ ଅକ୍ସିଜେନ୍‌!

ଝାରସୁଗୁଡା: ଝାରସୁଗୁଡ଼ାରେ ବଲିଉଡ୍ ଚଳଚ୍ଚିତ୍ର ‘ଗବ୍ବର’ର ପୁନରାବୃତ୍ତି। ମୃତ ବ୍ୟକ୍ତିଙ୍କ ଚିକିତ୍ସା କଲେ। ହେଲେ ଏଠି ଘରୋଇ ହସ୍ପିଟାଲ ଭଳି ଟଙ୍କା ପାଇଁ ନୁହେଁ ବରଂ ଚିକିତ୍ସା ଅବହେଳାରୁ ମୃତ୍ୟୁ ପରେ ଦୋଷ ଲୁଚାଇବାକୁ ଯାଇ ମୃତକଙ୍କୁ ଅକ୍ସିଜେନ ଲଗାଇଲେ କର୍ତ୍ତୃପକ୍ଷ। ମୃତକ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...