ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ମହିଳାଙ୍କ ଆତ୍ମହତ୍ୟା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ କର୍ଲାଖୁଣ୍ଟା ଗାଁର ରମଣ ଡୁଙ୍ଗୁରିଙ୍କ ସ୍ତ୍ରୀ ହେମଲତା ଡୁଙ୍ଗୁରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ହେମଲତାଙ୍କ ବାପଘର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। କର୍ଲାଖୁଣ୍ଟାର…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଓ ପାଣି ନାହିଁ ତ ଭୋଟ୍‌ ନାହିଁ: ଉପରଦୁଣ୍ଡା ଓ ତଳ ଦୁଣ୍ଡାବାସୀଙ୍କ କଡ଼ା ଚେତାବନୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ର ଉପର ଦୁଣ୍ଡା ଓ ତଳଦୁଣ୍ଡା ଗ୍ରାମକୁ ରାସ୍ତା ଓ ପାଣି ଦାବିରେ ନିର୍ବାଚନ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ନିଜେ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଦୁନ୍ଦେଲମାଲ ପଞ୍ଚାୟତର ଉପର ଦୁଣ୍ଡା ଓ ତଳ ଦୁଣ୍ଡା ଗାଁ ହେଉଛି ଏକ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ପାଇଁ ମତଦାନ ସମୟ ନିର୍ଘଣ୍ଟ ପ୍ରକାଶ

ଭୁବନେଶ୍ବର: ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁରୁବାରଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମେ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ରାତିରେ ଘରେ ଏକା ଶୋଇଥିଲେ: ଘର ଭୁଶୁଡ଼ି ଯୁବକଙ୍କ ମୃତ୍ୟୁ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଆମପାଣି ଥାନା ସିଉନି ସାଗରପଡ଼ାରେ ଘର ଭୁଶୁଡ଼ି ଘାସିରାମ ହଂସ (୪୨)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ବରାଡ଼ଙ୍ଗା ପଞ୍ଚାୟତ ସିଉନି ସାଗରପଡ଼ାର ଘାସିରାମ ହଂସ ସୋମବାର ରାତିରେ ଘରେ ଏକା ଶୋଇଥିଲେ। ରାତି ପ୍ରାୟ ୨ଟାରେ ହଠାତ୍ ଘର ଭୁଶୁଡ଼ି…
ଅଧିକ ଖବର ଦେଖନ୍ତୁ...

ବିଜେଡି ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳଙ୍କ ଇସ୍ତଫା

କଳାହାଣ୍ଡି : ନିର୍ବାଚନ ପୂର୍ବରୁ ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ ଇସ୍ତଫା ଦେଇଛନ୍ତି । ସେ ଦଳର ରାଜ୍ୟ ସମ୍ପାଦକ ସହିତ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ଥିଲେ। ଚିତ୍ତରଞ୍ଜନ ନିଜ ଇସ୍ତଫାପତ୍ର…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ପୁଲିସ ଗୁରୁବାର ଫୁପଗାଁରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି। ଆମପାଣି ଥାନା ଡୁଡୁକାଠେଙ୍ଗା ପଞ୍ଚାୟତ ମୁଗୁନାପଦର ଗ୍ରାମର ନକୁଲ ନାଏକଙ୍କ ଦ୍ବିତୀୟ ଝିଅ ଅଷ୍ଟମୀ…
ଅଧିକ ଖବର ଦେଖନ୍ତୁ...

ଜମି ପାଇଁ ଟଙ୍କା ଠକେଇ ମାମଲା: ଅଭିଯୁକ୍ତକୁ ୨ବର୍ଷ ଜେଲ୍‌ ଦଣ୍ଡାଦେଶ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଏମ୍‌ଏଫ୍‌ସି ସିଭିଲ୍‌ ଜଜ୍‌ ଜୁନିୟର ଡିଭିଜନ ଏକ ଜମି ନିମନ୍ତେ ଟଙ୍କା ଠକେଇ ଅଭିଯୋଗ ମାମଲାର ବିଚାର କରି ଅଭିଯୁକ୍ତ କୋରାପୁଟର ଆବୁବକର ଖାଁକୁ ୨ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ ଲାଞ୍ଜିଗଡ଼ ଅଣସଂରକ୍ଷିତ ସମ୍ପ୍ରଦାୟର ବାଳିକାମାନଙ୍କୁ ନିଯୁକ୍ତି ପାଇଁ ‘ପ୍ରୋଜେକ୍ଟ ପଞ୍ଛି’ର ୨ୟ ପର୍ଯ୍ୟାୟ…

ଲାଞ୍ଜିଗଡ଼: ଭାରତର ସ୍ମେଲଟରଗ୍ରେଡ୍ ଆଲୁମିନା ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ଏକ ୟୁନିଟ୍, ଏହାର ଅନନ୍ୟ ନିଯୁକ୍ତି ଡ୍ରାଇଭ୍ ‘ପ୍ରୋଜେକ୍ଟ ପଞ୍ଛି’ର ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ କରିଛି ଏବଂ ଦେଶବ୍ୟାପୀ ଅଣସଂରକ୍ଷିତ ସମ୍ପ୍ରଦାୟର ୧୦୦୦ ବାଳିକାଙ୍କ ଜୀବନଧାରଣରେ ପରିବର୍ତ୍ତନ ଆଣିବାକୁ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ପାଇଁ ସଂଘର୍ଷ: ୨ଥର ଭୋଟ୍‌ ବର୍ଜନ କରିଥିଲେ, ଏଥର ବି!

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଦୁଣ୍ଡା ଗ୍ରାମବାସୀ ରାସ୍ତା ପାଇଁ ସଂଘର୍ଷ କରୁଛନ୍ତି। ଏଥିନେଇ ଗତ ୨୦୨୨ ମସିହା ପଞ୍ଚାୟତ ନିର୍ବାଚନ ବେଳେ ୨ ଥର ଭୋଟ ବର୍ଜନ କରିସାରିଛନ୍ତି। ତା’ପରେ ବି କୌଣସି ପଦକ୍ଷେପ ନିଆ ନଯିବାରୁ ପୁଣିଥରେ ଭୋଟ୍‌ ବର୍ଜନ ପାଇଁ ଗ୍ରାମବାସୀ ସଜବାଜ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି ସୋମବାର ଦିନ ଭବାନୀପାଟଣାସ୍ଥିତ ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ହୋଇଥିଲା। ଅଦାଲତ ମାମଲାର ଅଭିଯୁକ୍ତ ଧଅଁରପୁର ଗାଁର ଦୀନବନ୍ଧୁ ନାଏକ (୪୨)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୪ ବର୍ଷ…
ଅଧିକ ଖବର ଦେଖନ୍ତୁ...