ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା; ୮ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଗତକାଲିର ଲଘୁଚାପ କ୍ଷେତ୍ର ଆଜି (ମଙ୍ଗଳବାର) ଆହୁରି ଘନୀଭୂତ ହୋଇ ପଶ୍ଚିମ- କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ- ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ଅଞ୍ଚଳରେ ଏକ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଗାମୀ ୨୪…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲା ମାନସିକ ସ୍ବାସ୍ଥ୍ୟ ଯୋଜନା ପକ୍ଷରୁ ଜାମୁଝରିରେ ସ୍ବାସ୍ଥ୍ୟ ଶିବିର

ଖୋର୍ଦ୍ଧା: ଜିଲ୍ଲା ମାନସିକ ସ୍ବାସ୍ଥ୍ୟ ଯୋଜନା (ବିଏମ୍‌ଏଚ୍‌ପି) ପକ୍ଷରୁ ସୋମବାର ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମରେ ମାନସିକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ସ୍ବାସ୍ଥ୍ୟ ଶିବିରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ବିଶେଷଜ୍ଞ ଡଃ. ଆଲୋକ…
ଅଧିକ ଖବର ଦେଖନ୍ତୁ...

ଗୋ ମାଂସ ଚାଲାଣ ଅଭିଯୋଗରେ ଉତ୍ତେଜନା, ମୁକୁନ୍ଦପ୍ରସାଦରେ ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଖୋର୍ଦ୍ଧା: ମୁକୁନ୍ଦ୍ରପ୍ରସାଦ ମୁସଲିମସାହିରେ ଗାଈ କଟା ଯାଉଥିବା ଅଭିଯୋଗକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଅଭିଯୋଗ ପରେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ପରିସ୍ଥିତି…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ଖୋଲିଲା ଓଡ଼ିଶାର ପ୍ରଥମ ସ୍କ୍ରାପିଂୟାର୍ଡ, ରି-ୱି-ରି ପଦ୍ଧତିରେ ଭଙ୍ଗାଯିବ ପଞ୍ଜୀକୃତ ଯାନ

ଖୋର୍ଦ୍ଧା: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ବାଇପାସଠାରେ ଟାଟା ମୋଟର୍ସ ଓ ଏମ୍ପ୍ରିଓ ପ୍ରିମିୟମ ପକ୍ଷରୁ ଓଡ଼ିଶାର ପ୍ରଥମ ଓ ଦେଶରେ ଟାଟା ମୋଟର୍ସର ଦ୍ବିତୀୟ ପଞ୍ଜୀକୃତ ଯାନ ସ୍କ୍ରାପିଂ ୟାର୍ଡ ଆଜି ଉଦଘାଟିତ ହୋଇଛି। ବର୍ଷକୁ ୧୦ହଜାର ପୁରୁଣା ଯାତ୍ରୀବାହୀ ଓ ବାଣିଜ୍ୟିକ ପରିବହନ ଯାନର…
ଅଧିକ ଖବର ଦେଖନ୍ତୁ...

ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ଜାରି: ସାତ ଦିନ ହେଲା ବନ୍ଦ ରହିଛି ମାର୍କେଟ ବିଲ୍ଡିଂ

ଭୁବନେଶ୍ବର: ରାଜଧାନୀର ପ୍ରମୁଖ ଆକର୍ଷଣୀୟ ବ୍ୟବସାୟିକ ବଜାର ‘‘ମାର୍କେଟ ବିଲ୍ଡିଂ’’ ଏକ ସପ୍ତାହ ପରେ ବି ଖୋଲି ପାରି ନାହିଁ। ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ସ୍ଥାୟୀ ଦୋକାନୀମାନେ ଉଠାଦୋକାନୀଙ୍କୁ ହଟାଇବା ପାଇଁ ଦାବି…
ଅଧିକ ଖବର ଦେଖନ୍ତୁ...

ବମିଖାଲ ରେଳଧାରଣାରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ବମିଖାଲ ରେଳଧାରଣାରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି | ଉଭୟ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି | ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି ବୋଲି ସୂଚନା ମିଳୁଛି। ଦମ୍ପତ୍ତିଙ୍କ ଘର କଟକ କନ୍ଦରପୁରରେ ହୋଇଥିବାବେଳେ ଉଭୟ ସହିଦନଗର ଶାନ୍ତିପଲି ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଭଙ୍ଗା କୁଡ଼ିଆରେ ୧୫ ଆଦିବାସୀ ପରିବାରଙ୍କ ଜୀବନ

ନିରାକାରପୁର : ନିଜର ଘରବାଡ଼ି କିଛି ନାହିଁ। ବର୍ଷବର୍ଷ ଧରି ସେମାନେ ସରକାରୀ ଜମିରେ ପଡ଼ିରହିଛନ୍ତି। ହେଲେ ସେମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ସରକାର ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ବିକାଶ ନିମନ୍ତେ ଯୋଜନା ପରେ ଯୋଜନା ପ୍ରସ୍ତୁତ କରିଚାଲିଛନ୍ତି। ମାତ୍ର…
ଅଧିକ ଖବର ଦେଖନ୍ତୁ...

ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀର ୨୦ଟି ବିଭିନ୍ନ ପଂଚାୟତରେ ରବିବାର ଏକକାଳୀନ ଦଳୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର କାଇପଦର, ବଙ୍ଗିଦା, ଓରବରସିଂହ, ଜଙ୍କିଆ, ଗୋଡ଼ିପଡ଼ା, ଧଉଳିମୁହଁ, ନିଜିଗଡ଼ ତାପଙ୍ଗ, ମଳିପଡ଼ା କଁପୁର, କୁହୁଡ଼ି,…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଶିଳ୍ପାଞ୍ଚଳ ଜମିରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ମୃତଦେହ ସହ ଭୁବନେଶ୍ବର ଲିଙ୍କ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଶିଳ୍ପାଞ୍ଚଳ ନିକଟ ପିତାପଲ୍ଲୀ ଆପ୍ରୋଚ ସଡ଼କ ପାର୍ଶ୍ବରେ ପେଟ୍ରୋଲ୍‌ ପମ୍ପ ନିକଟ ଚାଷ ଜମି ମଧ୍ୟରେ ଗତକାଲି ଶୁକ୍ରବାର ଏକ ଯୁବକର ଗଳିତ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ଏହାର ୩୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଯୁବକର ପରିଚୟ ମିଳି ପାରିନାହିଁ। ଗତକାଲି…
ଅଧିକ ଖବର ଦେଖନ୍ତୁ...

ପାଇକ ସ୍ମାରକୀ ପ୍ରସ୍ତାବିତ ଜମିରେ ସଡ଼କ ସମ୍ପ୍ରସାରଣ ବନ୍ଦ ଦାବି

ଖୋର୍ଦ୍ଧା: ବରୁଣେଇ ପାହାଡ଼ ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀକୁ ଦିଆଯାଇଥିବା ଏକର୯.୬୮୫ଡେସିମଲ ଜମିରେ ୭୯୯ଟି ଶାଗୁଆନ ଗଛ, ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ଖୁଣ୍ଟ ଓ ଖୋର୍ଦ୍ଧା ଗଡ଼-ବରୁଣେଇ ସଂଯୋଗ କରୁଥିବା ପକ୍କା ସଡ଼କ ରହିଛି। ପାଇକ ସ୍ମାରକୀ ନିର୍ମାଣ ନେଇ ବର୍ତ୍ତମାନ ଅନିଶ୍ଚିତତା…
ଅଧିକ ଖବର ଦେଖନ୍ତୁ...