ଦୁଇ ଜଣଙ୍କ ଝଗଡ଼ାକୁ ସମାଧାନ କରିବାକୁ ଯାଇ ହତ୍ୟାର ଶିକାର ହେଲେ ମଧ୍ୟସ୍ତି

ରାଇରଙ୍ଗପୁର: ଦୁଇଜଣଙ୍କ ଝଗଡ଼ାକୁ ସମାଧାନ କରିବାକୁ ଯାଇ ଜଣେ ମଧ୍ୟସ୍ତି ରବିବାର ହତ୍ୟାର ଶିକାର ହୋଇଛନ୍ତି। ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ବାଦାମପାହାଡ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଅଙ୍ଗାରପଦା ଗାଁ ଦାଣ୍ଡରେ ଆଜି ଶହ ଶହ ଲୋକ ଉପସ୍ଥିତ ଥିବା ବେଳେ ଜଣେ ଯୁବକଙ୍କୁ ପିଟି ପଟି ହତ୍ୟା କରାଯାଇଛି।

ସମ୍ବନ୍ଧିତ ଖବର