ବାରିପଦା: ଶ୍ରୀହରିବଳଦେବଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳନ

ବାରିପଦା: ସୋମାବାର ସକାଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ଶ୍ରୀହରିବଳଦେବଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଦିଅଁମାନଙ୍କର ସ୍ନାନନୀତି ପାଳିତ ହୋଇଛି।

ଭୋର୍‌ ୪ଟା ବେଳେ ତିନି ଦିଅଁଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପରେ ବିଜେ କରାଯାଇ ୧୦୮ ଗରା ପାଣିରେ ସ୍ନାନନୀତି ସମ୍ପନ୍ନ କରାଯାଇଛି।

ସମ୍ବନ୍ଧିତ ଖବର