ଅନୁସନ୍ଧାନ କରୁଥିବା ବର୍ଗ

ନବରଙ୍ଗପୁର

ପୁଣି କାଉଡ଼ୋଲା ଅଞ୍ଚଳରେ ଚଢାଉ: ୧୦ ହଜାରରୁ ଊର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର କୁନ୍ଦେଇ ଥାନା ଅଧିନରେ ଥିବା କାଉଡୋଳା ପଞ୍ଚାୟତର ଧନରା ଅଞ୍ଚଳରେ ହୋଇଥିବା ଗଞ୍ଜେଇ ଚାଷ ଉପରେ କୁନ୍ଦେଇ ପୁଲିସ ଚଢାଉ କରି ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ ନଷ୍ଟ କରିବାର କିଛି ଦିନ ବିତି ଯାଇଥିବା ବେଳେ ଆଜି ପୁଣି ଥରେ ଧୁଙ୍ଗିଆଡିହୀ…
ଅଧିକ ଖବର ଦେଖନ୍ତୁ...

ବିକଶିତ ଓଡ଼ିଶାର ଚିତ୍ର: ମିଳିଲାନି ଆମ୍ବୁଲାନ୍ସ, କାନ୍ଧରେ ଶବ ବୋହିଲେ ୨୦ କିଲୋମିଟର

ନବରଙ୍ଗପୁର: ବାରମ୍ବାର ଆମ୍ବୁଲାନ୍ସକୁ ଡାକିଲେ। କିନ୍ତୁ, ଆମ୍ବୁଲାନ୍ସ ନଆସିବାରୁ ଓ ହାତରେ ଟଙ୍କା ନଥିବାରୁ ବାଧ୍ୟ ହୋଇ ୨୦ କିଲୋମିଟର ଶବକୁ ଭାରରେ ବୋହି ଆଣିଲେ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମରେ। ଏହି…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସିରିସୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଳପୁର ନଦୀ ନିକଟରେ ଭାଲୁ ଆକ୍ରମଣରେ ଜଣେ  ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରବର୍ତ୍ତୀ ସମୟରେ ନବରଙ୍ଗପୁର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ରାସ୍ତାଉପରେ ଗାତ, ଦୁର୍ଘଟଣାକୁ କଳା ପତାକା ଭରସା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ-ଉମରକୋଟ ମୁଖ୍ୟ ରାସ୍ତାଉପରେ ଏକ ଗାତ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଏଠାରେ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟଣା ଘଟିବାର ସମ୍ଭାବନା ଦେଖାଦେଇଛି। ସୂଚନା ପ୍ରକରେ ବର୍ଷା…
ଅଧିକ ଖବର ଦେଖନ୍ତୁ...

ଅଧିକ ‌ଯୌତୁକ ଦାବିରେ ନବବଧୂଙ୍କୁ ହତ୍ୟା ଅଭିଯୋଗ; ଶିକ୍ଷକ ସ୍ବାମୀଙ୍କ ସମେତ ଶଶୁର ଘରଲୋକ ଫେରାର

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅଧୀନ ଭିମାସାହିରେ ଜଣେ ନବବଧୂଙ୍କୁ ଶଶୁର ଘରଲୋକ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପା ଘର ଲୋକ। ନବବଧୂଙ୍କ ମା’ ଥାନାରେ ଲିଖିତ ଅଭିଯୋଗ ପରେ ଶଶୁର ଘର ଲୋକ ଫେରାର ଅଛନ୍ତି। ନବବଧୂର ମୃତଦେହକୁ ନେଇ ଉତ୍ତେଜନା ଦେଖାଯାଇଛି। ମୃତଦେହ…
ଅଧିକ ଖବର ଦେଖନ୍ତୁ...

ଭୁଜବଳ ମାଝୀଙ୍କୁ ଅସ୍ଥାୟୀ ଦାୟିତ୍ବ: ଡିସିସି ସଭାପତି ପଦ ଛାଡ଼ିଲେ ମୁନା ତ୍ରିପାଠୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ମୁନା ତ୍ରିପାଠୀ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି। ବିଧାନସଭା ଓ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ମୁନାଙ୍କ ଏଭଳି ନିଷ୍ପତ୍ତି ପଛର କାରଣ ଏଯାଏଁ ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦରେ ନିର୍ମାଣାଧୀନ ତିନି ମହଲା କୋଠାରୁ ପଡ଼ି ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବାଣୁଆଗୁଡ଼ା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦର ଏକ ନିର୍ମାଣାଧୀନ ତିନି ମହଲା କୋଠାରୁ ପଡ଼ି ମୃତ୍ୟୁ ଘଟିଛି। ମୃତ ଶ୍ରମିକ ବାଣୁଆଗୁଡା ଗ୍ରାମର ଊର୍ଦ୍ଧ୍ବ ମାଝୀ ( ୨୬) ବୋଲି ଜଣା ପଡ଼ିଛି। ଆଜି ଦିନ ୧୧ଟା ସମୟରେ…
ଅଧିକ ଖବର ଦେଖନ୍ତୁ...

ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ: ଯୁବକର ଘର ଆଗରେ ଧାରଣା ଦେଲା ପ୍ରେମିକା

ନବରଙ୍ଗପୁର: ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ। ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣା ଦେଲା ପ୍ରେମିକା। ଏଣେ ପ୍ରେମିକ ଘର ଛାଡ଼ି ଫେରାର ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଚାନ୍ଦିଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏଣେ ଘଟଣା ସମ୍ପର୍କରେ ଖବର ପାଇ ପୁଲିସ…
ଅଧିକ ଖବର ଦେଖନ୍ତୁ...

ବର୍ଷାଦିନରେ ଗଡୁନି ଆମ୍ବୁଲାନ୍ସ, ଗର୍ଭବତୀ ଓ ରୋଗୀଙ୍କୁ ଖଟିଆ ଭରସା

ଝରିଗାଁ: ଦୁର୍ଗମ ଗ୍ରାମାଞ୍ଚଳର ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଶେଷ କରି ଗମନାଗମନକୁ ଗୁରୁତ୍ବ ଦେଇ ପକ୍କା ରାସ୍ତା ନିର୍ମାଣ କରାଯାଉଛି। ଏହାସତ୍ତ୍ବେ ବି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ୭୦ରୁ ଊର୍ଦ୍ଧ୍ବ ଉପାନ୍ତ ଗାଁରେ ପକ୍କା…
ଅଧିକ ଖବର ଦେଖନ୍ତୁ...

ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଚାଷ ଉପରେ ପ୍ରଭାବ; ଗତବର୍ଷ ତୁଳନାରେ ମଣ୍ଡିରେ କମିଛି ଧାନ କିଣା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ କୃଷି ପ୍ରାଧାନ୍ୟ ବ୍ଲକ ଭାବେ ପରିଚିତ। ଏହି ବ୍ଳକରେ ପ୍ରାୟ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ପ୍ରଶାସନ ପକ୍ଷରୁ ଜଳ ସେଚନ ସୁବିଧା ନଥିବା ଯୋଗୁଁ ବ୍ଳକର ଚାଷୀମାନେ କେବଳ ବର୍ଷା ଦିନ ବିଭିନ୍ନ କିସମର ଚାଷ କରିଥାନ୍ତି। ଚଳିତ…
ଅଧିକ ଖବର ଦେଖନ୍ତୁ...