ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ନୂଆପଡା ରେଲୱେ ଷ୍ଟେସନ ନିକଟ ଚାଷ ଜମିରୁ ଉଲଗ୍ନ ଅବସ୍ଥାରେ ଅଜଣା ମୃତଦେହ ଉଦ୍ଧାର

ନୂଆପଡ଼ା: ନୂଆପଡା ସଦର ଥାନା ରେଲୱେ ଷ୍ଟେସନ ଯିବା ରାସ୍ତାର ଏକ ଚାଷ ଜମିରୁ ଉଲଗ୍ନ ଅବସ୍ଥାରେ ଅଜଣା ଯୁବକଙ୍କ ମୢତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ରେଲୱେ ଷ୍ଟେସନ ଯିବା ରାସ୍ତାର ଚାଷ ଜମିରେ ଜଣେ ଅଜଣା ଯୁବକଙ୍କ ଶବ ପଡି ଥିବା ଦେଖି ସ୍ଥାନୀୟ ଲୋକେ ନୂଆପଡା ପୁଲିସକୁ ସୂଚନା ଦେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ାରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ

ନୂଆପଡ଼ା: ପୁଲିସ ପଡ଼ିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ ହୋଇଛି। ନୂଆପଡ଼ାରେ ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ଆଜି ୧୧ଟି ଲକ୍ଷ୍ମୀବସ୍ ଶୁଭାରମ୍ଭ କରିଛନ୍ତି। ଆଜିର ଏହି ଶୁଭାରମ୍ଭ ବେଳେ ରାଜ୍ୟ ସରକାରଙ୍କ ଯୋଜନା ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ,…
ଅଧିକ ଖବର ଦେଖନ୍ତୁ...

ଖଡ଼ିଆଳ ବିଧାନସଭାରେ ବଦଳିବ ସମୀକରଣ! ଅଧିରାଜଙ୍କୁ ନେଇ ଅନେକ ଚର୍ଚ୍ଚା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଗାମୀ ନିର୍ବାଚନରେ ସମୀକରଣ ବଦଳିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଅଧିରାଜ ପାଣିଗ୍ରାହୀ ୨୦୧୯ରେ ପ୍ରଥମକରି ବିଧାନସଭାକୁ ଯାଇଥିଲେ। ପୁଣି ୨୦୨୪ ନିର୍ବାଚନରେ ସେ କଂଗ୍ରେସ ଦଳରୁ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ଶ୍ରମିକ ସଂଘ ପକ୍ଷରୁ ୮ ଘଣ୍ଟିଆ ନୂଆପଡ଼ା ବନ୍ଦ

ନୂଆପଡ଼ା: ଜିଲ୍ଲା ଶ୍ରମିକ ସଂଘ ପକ୍ଷରୁ ଆଜି ନୂଆପଡ଼ାରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବରେ ଆଜି ଜିଲ୍ଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏଠାରେ ଦୋକାନ ବଜାର ବନ୍ଦ ରହିଛି। ଯାନବାହନ ଚଳାଚଳ ବି ବ୍ୟାହତ ହୋଇଛି। ଜିଲ୍ଲା ଶ୍ରମିକ ସଂଘର ଆବାହକ ଯଦୁମଣି ପାଣିଗ୍ରାହୀ ଓ…
ଅଧିକ ଖବର ଦେଖନ୍ତୁ...

ସୁନାବେଡ଼ା ଅଭୟାରଣ୍ୟ ବରକୋଟ୍‌ରେ ଯବାନ-ମାଓବାଦୀ ଗୁଳି ବିନିମୟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ତଳି ବରକୋଟ ଘାଟି ନିକଟରେ ସିଆର୍‌ପିଏଫ୍‌ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପରେ ମାଓବାଦୀମାନେ ଛାତ୍ରଭଙ୍ଗ ଦେଇଛନ୍ତି। ତେବେ, ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାଯାଇଛି। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

କୂଅରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ବିରୁନପଦର ଗାଁରେ କୂଅରୁ ଜଣେ ୯ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ମୃତକ ଶିଶୁପୁତ୍ର ଗାଁର ଅଭିମନ୍ୟୁ ପଟେଲଙ୍କ ପୁଅ ସୌମ୍ୟ ପଟେଲ। ଏବେ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ପୂର୍ବାହ୍ନରେ କୋମନା ଥାନା…
ଅଧିକ ଖବର ଦେଖନ୍ତୁ...

ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା କିକିରିବେଡ଼ା ଗ୍ରାମର ଅକ୍ଷୟ ମାଝୀଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ ଘଟିଛି। ଶବ ଗାଁକୁ ଫେରିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅକ୍ଷୟ, ସ୍ତ୍ରୀ ମଦନେ ମାଝୀ ଓ ଦୁଇ ବର୍ଷର ପୁଅ ଥବିରାମକୁ ଧରି ଗ୍ରାମର ଅନ୍ୟମାନଙ୍କ ସହିତ ଆନ୍ଧ୍ରପ୍ରଦେଶକୁ ଇଟା…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ଲୋକସଭା ଆସନ: ନୂଆପଡ଼ାରେ କଳାହାଣ୍ଡି ବିଜେପି ଆଶାୟୀଙ୍କ ବ୍ୟାନର

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ରାଜନୀତି ସରଗରମ ଧରିଲାଣି। କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏହି ଆସନ ଉପରେ ଏବେ ସମସ୍ତଙ୍କର ଆଖି। ଜିଲ୍ଲାର ବିଭିନ୍ନ ଛକରେ ଲୋକସଭା ପାଇଁ ବିଜେପି ପକ୍ଷରୁ ଆଶାୟୀ ପ୍ରାର୍ଥୀମାନଙ୍କର ବହୁ ସଂଖ୍ୟାରେ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ମାରଣାସ୍ତ୍ର ଦେଖାଇ ଲୁଟ୍‌ ଅଭିଯୋଗ: ୨ ଅନ୍ତଃରାଜ୍ୟ ଅପରାଧୀ ଗିରଫ

ନୂଆପଡା: ରାଜ୍ୟର ସୀମାନ୍ତ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୁଲିସ ଦୁଇଜଣ ଅନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ରାୟପୁର ଜିଲ୍ଲା ବିଧାନସଭା ଥାନା ଅନ୍ତର୍ଗତ ସୁଭାଷ ଚନ୍ଦ୍ର ସାହୁ(୩୪) ଓ ଡିଗେଶ୍ବର କୋଷଲେ(୧୯)। ସେମାନଙ୍କ ବିରୋଧରେ କେସ୍‌ ନମ୍ବର ୨୪, ଦଫା ୨୯୪,…
ଅଧିକ ଖବର ଦେଖନ୍ତୁ...

ବିଜୁ ପରିବାର ଏକାଠି ହୁଅନ୍ତୁ: ପାଣ୍ଡିଆନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବିକାଶ ପାଇଁ ଯେଉଁଭଳି ପଦକ୍ଷେପ ଗ୍ରହଣ କରାଯାଇଛି, ତାହା ସ୍ବପ୍ନ ଭଳି ଲାଗୁଛି। ହେଲେ, ଖଡ଼ିଆଳ ବିଧାନସଭା କ୍ଷେତ୍ରରେ ଜନସାଧରଣ ୧୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କୁ ଯେତେ ଆଶୀର୍ବାଦ ଦେବା କଥା ତାହାଠୁ କମ୍ ଆଶୀର୍ବାଦ ଦେଇଛନ୍ତି। ବର୍ତ୍ତମାନ ଖଡ଼ିଆଳର ବିଜୁ…
ଅଧିକ ଖବର ଦେଖନ୍ତୁ...