ମାଆଙ୍କ ଚାପରେ ଦେହ ବ୍ୟବସାୟକୁ ଓହ୍ଲାଇଥିଲେ ଏହି ନାମୀ ଅଭିନେତ୍ରୀ ! ଅଧିକ ଜାଣନ୍ତୁ ତାଙ୍କ ସଂପର୍କରେ

ମୁମ୍ବାଇ: ଦକ୍ଷିଣ ଭାରତର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଲେ ଶକିଲା।ତାଙ୍କ ଉପରେ ଏକ ବାୟୋପିକ୍‌ ତିଆରି ହେଉଛି। ଏହାର ଟାଇଟଲ
ଭୂମିକାରେ ଅଭିନୟ କରିବେ ବଲିଉଡର ଜଣାଶୁଣା ଅଭିନେତ୍ରୀ ରିଚା ଚଢା। କିଛି ଦିନ ତଳେ ‘ଶକିଲା’ ଲୁକ୍‌ରେ ରିଚା ଚଢାଙ୍କର ଫଟୋ ଦେଖିବାର ମିଳିଛି।
ଶକିଲା ହେଉଛନ୍ତି ଦକ୍ଷିଣ ଭାରତୀୟ ସେକ୍ସବମ୍‌ । ସେ ମାଲାୟାଲମ୍‌, ତାମିଲ, ତେଲୁଗୁ ଓ କନ୍ନଡ ସିନେମାରେ କାମ କରିଛନ୍ତି।

ଶକିଲାଙ୍କର ପିଲାଦିନରୁ ହିଁ ଅଭିନେତ୍ରୀ ହେବାକୁ ଚାହୁଁଥିଲେ। ସେ ବାଲ୍ୟକାଳରେ ସିଲ୍‌କ ସ୍ମିତାଙ୍କ ସିନେମା ଦେଖିଥିଲେ। ତାଙ୍କ ଭଳି ହେବାର ଇଚ୍ଛା ଥିଲା।
ଶକିଲା ନିଜର ଆତ୍ମଜୀବନୀ ଲେଖିଛନ୍ତି ଯାହା ମାଲାୟାଲମ୍‌ ଭାଷାରେ ପ୍ରକାଶିତ ହୋଇଛି। ସେଥିରେ ଯାହା ଉଲ୍ଲେଖ ରହିଛି ସେଥିରୁ ଜଣାପଡ଼େ ଯେ ଖୁବ୍‌ କମ୍‌ ବୟସ ହୋଇଥିବା ବେଳେ ଜଣେ ଲୋକ ତାଙ୍କ ସହ ଦୁଷ୍କର୍ମ କରିଥିଲା।

ସେହି ଦୁଷ୍କର୍ମକାରୀ ଶକିଲାଙ୍କ ମାଆଙ୍କୁ ଏହାର ବଦଳରେ ପ୍ରଚୁର ଅର୍ଥ ଲୋଭ ଦେଖାଇଥିଲା। ମାଆ ଶକିଲା ତାଙ୍କୁ ଯୌନ କର୍ମୀ ହେବାକୁ ବାଧ୍ୟ କରିଥିଲେ। ଏହା ଜରିଆରେ ମାଆ ପ୍ରଚୁର ଅର୍ଥ ଉପାର୍ଜନ କରିବାକୁ ଚାହୁଁଥିଲେ ।

ସମ୍ବନ୍ଧିତ ଖବର