ବିଷାକ୍ତ ମଦ ପିଇ ୧୦ ମୃତ

0 23

ଲକ୍ଷ୍ନୌ: ୟୁପିର କାନପୁର ଜିଲା ମଟୌଲୀସ୍ଥିତ ମଘାଇପୁରା ଓ ବନଓ୍ଵାରପୁର ଗ୍ରାମରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମଦ ପିଇଥିବା ଅନ୍ୟ ୧୬ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ କାନପୁରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ ମାଧୁରୀ ବ୍ରାଣ୍ଡ୍‌ ମଦ ପିଇ ସ୍ଥାନୀୟ ଲୋକଙ୍କର ଏଭଳି ଅବସ୍ଥା ହୋଇଥିବା ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ରାଜ୍ୟର ବିଭିନ୍ନ ମଦ ଦୋକାନରେ ଅବକାରୀ ବିଭାଗ ଚଢଉ କରି ଏହି ବ୍ରାଣ୍ଡର ମଦ ଜବତ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.