ବୋଧଗୟା ବିସ୍ଫୋରଣ ମାମଲା:୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ୨୦୧୩ ମସିହା ଜୁଲାଇ ୭ ତାରିଖର ବୋଧଗୟା ବିସ୍ଫୋରଣ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ୫ ଜଣଙ୍କୁ ଆଜି ପାଟନାର ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଦୋଷୀମାନେ ହେଉଛନ୍ତି ଉମେର ସିଦ୍ଦିକି, ଆଝାରୁଦ୍ଦିନ୍‌ କୁରେସି, ଇମତିୟାଜ ଅନ୍‌ସାରି ଓରଫ ଆଲମ୍‌, ହାଇଦର ଅଲି ଓରଫ ବ୍ଲାକ୍‌ ବିୟୁଟି ଏବଂ ମୁଜିବୁଲ୍ଲା ଅନ୍‌ସାରି।

ସମ୍ବନ୍ଧିତ ଖବର