ତେଜିଲା ଗୁଜରାଟ କଂଗ୍ରେସ କନ୍ଦଳ, ଆଉ ଜଣେ ବିଧାୟିକାଙ୍କ ଇସ୍ତଫା

0

ଅହମଦାବାଦ୍‌ ଗୁଜରାଟ‌ କଂଗ୍ରେସରେ ଏବେ ସଙ୍କଟ ବଢ଼ିଛି। ନିକଟରେ କୁଅଁରଜୀ ଭାଇ ବାଭଲିଆ କଂଗ୍ରେସ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବାବେ‌ଳେ ଆଜି ପୁଣି ଜଣେ ବିଧାୟକ ଦଳ ଛାଡ଼ି ଦେଇଛନ୍ତି। ଉଁଝା ବିଧାୟିକା ଉଷାବେନ୍‌ ପଟେଲ୍‌ ଆଜି ତାଙ୍କ ପଦରୁ ଇସ୍ତଫା ଦେବା ସହ ଦଳ ଛାଡ଼ିଛନ୍ତି। କିନ୍ତୁ ସେ ବିଜେପିରେ ଯୋଗ ଦେବେନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.