ଈଶ୍ୱରଙ୍କୁ ମୂର୍ଖ କହିଲେ ଡ୍ୟୁଟେର୍ଟ

ମାନିଲା: ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରେଗୋ ଡ୍ୟୁଟେର୍ଟ ଆଜି ଈଶ୍ୱରଙ୍କୁ ମୁର୍ଖ ବୋଲି କହି ବିବାଦ ଘେରକୁ ଆସିଛନ୍ତି। ସବୁବେଳେ ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ଦେଉଥିବା ବିବାଦୀୟ ଓ ଅପ୍ରସାଙ୍ଗିକ ମନ୍ତବ୍ୟ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି। ଗଣମାଧ୍ୟମ ସାକ୍ଷାତକାରରେ ବାଇବେଲର ଆଦମ୍‌ ଓ ଅବ୍ଦାଙ୍କ କାହାଣୀ ଉପରେ ଚର୍ଚ୍ଚା କରିବା ସମୟରେ ‘ଏହି ମୁର୍ଖ ଈଶ୍ୱର କିଏ’ ବୋଲି ପ୍ରଶ୍ନ କରିଥିଲେ। ରାଷ୍ଟ୍ରପତି ଡ୍ୟୁଟେର୍ଟଙ୍କ ଏଭଳି ମନ୍ତବ୍ୟ ପରେ ସ୍ଥାନୀୟ କ୍ୟାଥଲିକ ଚର୍ଚ୍ଚର ବିସପ ତାଙ୍କୁ ପାଗଳ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର