ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ବିହାର ରାଜନୈତିକ ହଟଚମଟ ମଧ୍ୟରେ ଦିଲ୍ଲୀରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ, ଯୋଗଦେଲେ ଅମିତ ଶାହା, ଜେପି ନଡ୍ଡା

ନୂଆଦିଲ୍ଲୀ: ବିହାରରେ ରାଜନୈତିକ ସଙ୍କଟ ଘନୀଭୂତ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ହାତ ମିଳାଇବା ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ଏହି ପ୍ରସଙ୍ଗରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ବିହାର…
ଅଧିକ ଖବର ଦେଖନ୍ତୁ...

ପୁଅ-ଝିଅ ପଚାରିଲେନି, ପୋଷା କୁକୁର ଓ ବିଲେଇ ନାମରେ ସବୁ ସମ୍ପତ୍ତି କରିଦେଲେ ମହିଳା

ସାଂଘାଇ: ଆପଣଙ୍କ ଘରେ କେହି ପୋଷା ଜୀବଜନ୍ତୁ ଅଛନ୍ତି କି? ଯଦି ହଁ, ତେବେ ଆପଣ କହିପାରିବେ ଆପଣ ତାଙ୍କୁ କେତେ ଭଲ ପାଆନ୍ତି | ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବାବଦରେ କହିବୁ ଯିଏ ତାଙ୍କର ସମସ୍ତ ସମ୍ପତ୍ତି ନିଜର ପୋଷା କୁକୁର ଓ ବିଲେଇ ନାମରେ କରିଦେଇଛନ୍ତି | ଚାଇନାର ସାଂଘାଇ…
ଅଧିକ ଖବର ଦେଖନ୍ତୁ...

ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରାମଲଲ୍ଲାଙ୍କ ଦର୍ଶନ ଓ ଆଳତୀ ସମୟ ଜାରି କଲା ଟ୍ରଷ୍ଟ

ନୂଆଦିଲ୍ଲୀ: ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ରାମମନ୍ଦିରରେ ରାମଲଲ୍ଲାଙ୍କ ଆଳତୀ ଓ ଦର୍ଶନ ସମୟ ବିଷୟରେ ସୂଚନା ଦେଇଛି। ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠା ପରେ ଲାଗିଥିବା ଭକ୍ତଙ୍କ ଭିଡ଼କୁ ଦେଖି ସମୟ ସୂଚୀ ଜାରି କରାଯାଇଛି।  ଏହି ସୂଚୀରେ ସୃଙ୍ଗାର ଆଳତୀ ଠାରୁ ନେଇ ଶୟନ ଆଳତୀ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ବଦଳିଲା ମୃତ୍ୟୁଦଣ୍ଡର ତରିକା: ନାଇଟ୍ରୋଜେନ ଗ୍ୟାସ ଦିଆଯାଇ ଦିଆଗଲା ଦଣ୍ଡ

ନ୍ୟୁୟର୍କ: ଆମେରିକାର ଆଲାବାମାରେ ଗୁରୁବାର ନାଇଟ୍ରୋଜେନ ଗ୍ୟାସ ଦେଇ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି | ଏକ ହତ୍ୟା ମାମଲାରେ ଉକ୍ତ ବ୍ୟକ୍ତି ଜଣକ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଏଭଳି ମୃତ୍ୟୁଦଣ୍ଡ ଦେବାରେ ଏହା ହେଉଛି ପ୍ରଥମ ମାମଲା | ମିଳିଥିବା ସୂଚନା ମୁତାବକ ୫୮ ବର୍ଷୀୟ…
ଅଧିକ ଖବର ଦେଖନ୍ତୁ...

ଏବେ କାଶୀ, ମଥୁରା ବାକି ଅଛି… :ଗିରିରାଜ ସିଂ

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଜ୍ଞାନବାପି ମସଜିଦ ପରିସରର ସର୍ଭେ ରିପୋର୍ଟ ହିନ୍ଦୁ ଓ ମୁସଲମାନ ପକ୍ଷକୁ ପ୍ରଦାନ କରାଯାଇଛି। ହିନ୍ଦୁ ପକ୍ଷର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଗୁରୁବାର (ଜାନୁଆରୀ ୨୬) ଦାବି କରିଛନ୍ତି ଯେ ଏଏସଆଇ ରିପୋର୍ଟରୁ ଜଣାପଡିଛି ଯେ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ସ୍ଥାନ ସ୍ୱର୍ଗଠାରୁ ବି ଉଚ୍ଚ: ଯୁଧିଷ୍ଠିରଙ୍କ ଉତ୍ତରକୁ ଭିତ୍ତି କରି ରାୟ ଶୁଣାଇଲେ ବିଚାରପତି

ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟ ଆଜି ଜଣେ ପିତା ଏବଂ ପୁଅଙ୍କ ବିବାଦରେ ନିଜର ରାୟ ପ୍ରଦାନ କରି ମହାଭାରତ ଏବଂ ବେଦକୁ ସୂଚାଇ କହିଛନ୍ତି ଯେ ପୁଅର ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ଅଛି ଏବଂ ପିତାଙ୍କ ସ୍ଥାନ ସ୍ୱର୍ଗଠାରୁ ଅଧିକ। ଜଷ୍ଟିସ ସୁଭାଷ ଚନ୍ଦ ମହାଭାରତରେ ଯକ୍ଷଙ୍କ ପ୍ରଶ୍ନରେ…
ଅଧିକ ଖବର ଦେଖନ୍ତୁ...

ମୂର୍ତ୍ତି ଗଢ଼ିବା ସମୟରେ ପ୍ରତିଦିନ ସନ୍ଧ୍ୟା ୪ରୁ ୫ଟା ମଧ୍ୟରେ ଏକ ମାଙ୍କଡ଼ ଆସି ରାମଲଲ୍ଲାଙ୍କୁ ଦେଖି ଚାଲିଯାଏ: ଅରୁଣ…

ନୂଆଦିଲ୍ଲୀ: ଶିଳ୍ପୀ ଅରୁଣ ଯୋଗୀରାଜ ଅଯୋଧ୍ୟା ରାମମନ୍ଦିର ପାଇଁ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିଛନ୍ତି। ଉକ୍ତ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ଜାନୁଆରି ୨୨ ତାରିଖରେ ହୋଇସାରିଛି। ତେବେ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିବା ସମୟରେ ଅରୁଣ ଯୋଗୀରାଜଙ୍କ  ସହ କ’ଣ କ’ଣ ବିତିଥିଲା…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ କଂଗ୍ରେସ ଓ ଟିଏମସି ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ

କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗର ସିଲିଗୁଡିରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଉଦ୍ଦେଶ୍ୟରେ ଏକ ସାଧାରଣ ସଭା ପାଇଁ ଅନୁମତି ମାଗିଥିଲେ କିନ୍ତୁ ତାହା…
ଅଧିକ ଖବର ଦେଖନ୍ତୁ...

ଗଣତନ୍ତ୍ର ଦିବସ ପାଳନ ସମୟରେ ଅଚେତ ହୋଇପଡ଼ିଲେ ପୂର୍ବତନ ଡେପୁଟି ସିଏମ; ହସ୍ପିଟାଲରେ ହେ‌ଲେ ଭର୍ତ୍ତି

ନୂଆଦିଲ୍ଲୀ: ଦେଶ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଗଣତନ୍ତ୍ର ଦିବସ ପାଳନ ଅବସରରେ ତେଲେଙ୍ଗାନାର ପୂର୍ବତନ ଡେପୁଟି ସିଏମ ମହମୁଦ ଅଲି ହଠାତ ଅଚେତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଶୁକ୍ରବାର ସଂଧ୍ୟା ସୁଦ୍ଧା ଦ୍ବନ୍ଦ୍ବ ଦୂର କର : ନୀତୀଶଙ୍କୁ କହିଲା ଆରଜେଡି

ପଟନା: ବିହାରରେ ରାଜନୈତିକ ବିପର୍ଯ୍ୟୟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆରଜେଡି ଏବେ ସିଧାସଳଖ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅଲଟିମେଟମ ଦେଇଛି । ବାସ୍ତବରେ ଆରଜେଡି ସାଂସଦ ମନୋଜ ଝା ଏକ ବୟାନ ଦେଇ କହିଛନ୍ତି ଯେ ବିହାର ରାଜନୀତିରେ ଦ୍ୱନ୍ଦ୍ୱର ପରିସ୍ଥିତି ସୃଷ୍ଟି ହୋଇଛି, ଆସୁଥିବା…
ଅଧିକ ଖବର ଦେଖନ୍ତୁ...