ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ତେଲେଙ୍ଗାନାରେ ୧୧ କୋଟିର ସୁନା, ରୁପା ଅଳଙ୍କାର ଓ ନଗଦ ଟଙ୍କା ଜବତ

ନୂଆଦିଲ୍ଲୀ : ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବ। ନିର୍ବାଚନ କମିସନ୍‌ ତେଲେଙ୍ଗାନାରେ ନିର୍ବାଚନ ତାରିଖ ଘୋଷଣା କରିବା ସହ ଆଚରଣ ବିଧି ଲାଗୁ ହୋଇଛି। ତେବେ ହାଇଦ୍ରାବାଦ ପୁଲିସ ମଙ୍ଗଳବାର ତେଲେଙ୍ଗାନାର ବିଭିନ୍ନ ସ୍ଥାନରୁ ୧୧ କୋଟି ଟଙ୍କାର ସୁନା, ରୁପା ଓ ନଗଦ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୨୧ରେ ଗଗନଯାନର ପ୍ରଥମ ଉଡ଼ାଣ ପରୀକ୍ଷା

ବେଙ୍ଗାଲୁରୁ: ଗଗନଯାନ ମିସନ ଲଞ୍ଚ ହେବା ପୂର୍ବରୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ଅନେକ ଉଡ଼ାଣ ପରୀକ୍ଷା କରିବ। ସେଥିମଧ୍ୟରୁ ପ୍ରଥମ ଉଡ଼ାଣ ପରୀକ୍ଷାଟି ଆସନ୍ତା ଅକ୍ଟୋବର ୨୧ ତାରିଖରେ କରାଯିବ ବୋଲି ମଙ୍ଗଳବାର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନ୍ୟୁଜ୍‌କ୍ଲିକ୍ ବିରୋଧରେ ଏଫ୍‌ସିଆର୍‌ଏ ଉଲ୍ଲଂଘନ ମାମଲା ରୁଜୁ କଲା ସିବିଆଇ: ୨ଟି ସ୍ଥାନରେ ଚଢ଼ଉ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ନ୍ୟୁଜ୍‌କ୍ଲିକ୍ ବିରୋଧରେ ଫରେନ କଣ୍ଟ୍ରିବ୍ୟୁସନ ଭାଓଲେସନ ଆକ୍ଟ (ଏଫ୍‌ସିଆର୍‌ଏ) ଅନୁଯାୟୀ ମାମଲା ରୁଜୁ କରିବା ପରେ ଏହାର ମୁଖ୍ୟ ପ୍ରବୀର ପୁରକାୟସ୍ଥଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ଉ କରିଛି। ନ୍ୟୁଜ୍‌କ୍ଲିକ୍ ବିରୋଧରେ ଚୀନ୍ ସହ…
ଅଧିକ ଖବର ଦେଖନ୍ତୁ...

‘ସୁପ୍ରିମ୍‌କୋର୍ଟଙ୍କ ପ୍ରତ୍ୟେକ ବେଞ୍ଚ ହିଁ ସୁପ୍ରିମ୍‌କୋର୍ଟ’: ଅନ୍ୟଏକ ବେଞ୍ଚର ରାୟ ବିରୋଧରେ ଆବେଦନ କରିଥିବାରୁ…

ନୂଆଦିଲ୍ଲୀ: ଜଷ୍ଟିସ୍ ହିମା କୋହଲି ଓ ଜଷ୍ଟିସ୍ ବିଭି ନାଗରତ୍ନାଙ୍କ ବେଞ୍ଚ ପାସ୍ କରିଥିବା ଏକ ରାୟକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନବିଚାରପତିଙ୍କୁ ମୌଖିକ ଭାବେ ଆବେଦନ କରିଥିବାରୁ ଏହାକୁ ନେଇ ଜଷ୍ଟିସ୍ ନାଗରତ୍ନା କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଜଷ୍ଟିସ୍…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲରୁ ଭାରତୀୟଙ୍କୁ ଆଣିବା ପାଇଁ: ‘ଅପରେସନ ଅଜୟ’ ଆରମ୍ଭ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାରୁ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆଜି ଭାରତ ସରକାର ‘ଅପରେସନ ଅଜୟ’ ଆରମ୍ଭ କରିଛନ୍ତି। ଇସ୍ରାଏଲରେ ଏବେ ପ୍ରାୟ ୧୮ ହଜାର ଭାରତୀୟ ଅଛନ୍ତି। ଯେଉଁ ଭାରତୀୟମାନେ ଫେରିବାକୁ ଚାହିବେ ତାଙ୍କୁ ଭାରତ…
ଅଧିକ ଖବର ଦେଖନ୍ତୁ...

ବିହାରର ବକ୍ସରରେ ବଡଧରଣର ଟ୍ରେନ ଦୁର୍ଘଟଣା: ନର୍ଥଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ପାଟନା: ବିହାରର ବକ୍ସରରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ନର୍ଥ ଇଷ୍ଟ ଏକ୍ସପ୍ରେସର ଛଅଟି ବଗି ଲାଇନଚ୍ୟୁତ ହୋଇଥିବାର ଖବର ସାମ୍ନାକୁ ଆସୁଛି | ମିଳିଥିବା ସୂଚନା ମୁତାବକ ବକ୍ସର ଏବଂ ଆରା ମଧ୍ୟରେ ଥିବା ରଘୁନାଥପୁର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି | ରାତି ପ୍ରାୟ ଦଶଟା…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ ‘ଅଜୟ’

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହାମାସର ଆକ୍ରମଣ ପରେ ଆଜିକୁ ମିଶାଇ ପଞ୍ଚମ ଦିନ ଧରି ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ପାଲେଷ୍ଟାଇନକୁ ମୁହଁତୋଡ ଜବାବ ଦେଇଥିବାବେଳେ ଘନ ଘନ ରକେଟ ମାଡ କରୁଛି | ଏହାରି ଭିତରେ ଇସ୍ରାଏଲରେ ରହୁଥିବା ଭାରତୀୟମାନଙ୍କୁ ଦେଶକୁ…
ଅଧିକ ଖବର ଦେଖନ୍ତୁ...

ଅଜିତ ପାୱାର ମୁଖ୍ୟମନ୍ତ୍ରୀ ହେଲେ ସୁପ୍ରିୟା କଣ କରିବେ….

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତି ବର୍ତ୍ତମାନ କିଛିଦିନ ଧରି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ଶିବସେନାରେ ବିଭାଜନ ଏବଂ ପରେ ଏନସିପିରେ ବିଦ୍ରୋହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଦଳରେ ବିଦ୍ରୋହ ପରେ ଅଜିତ ପାୱାରଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଯୁବତୀ ସିଗାରେଟ ଟାଣିବାରୁ ବିରକ୍ତ ହୋଇ କାଫେରେ ନିଆଁ ଲଗାଇଦେଲେ ବୃଦ୍ଧ ବ୍ୟକ୍ତି

ଇନ୍ଦୋର: ମିନି ମୁମ୍ବାଇ କୁହାଯାଉଥିବା ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଟେଲିଫୋନ୍ ବିଭାଗରୁ ଅବସର ନେଇଥିବା ଜଣେ ବୃଦ୍ଧ ସାମାନ୍ୟ ଘଟଣାକୁ ନେଇ କାଫେରେ ନିଆଁ ଲଗାଇ ଦେଇଥିଲେ। ଯେତେବେଳେ ଏହି ଘଟଣାର କାରଣ ସାମ୍ନାକୁ ଆସିଲା, କେବଳ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ଜୀବନ୍ତ ସ୍ୱାମୀଙ୍କୁ ମୃତ ଦର୍ଶାଇ ୧୫ ଲକ୍ଷ ଟଙ୍କା ହଡପ କଲେ ପତ୍ନୀ

ପାଟନା: କୁହାଯାଏ ଟଙ୍କା ଲୋଭରେ ଜଣେ ବ୍ୟକ୍ତି କିଛି କରିପାରେ | ବେଳେବେଳେ ଟଙ୍କା ପାଇଁ ନିଜ ସମ୍ପର୍କୀୟଙ୍କୁ ବିପଦରେ ପକାଇବାକୁ ମଧ୍ୟ ପଛାଇ ନଥାନ୍ତି | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବାବଦରେ କହିବୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ବିହାରର ନାଳନ୍ଦାରୁ ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...