ପୁଡ଼ୁଚେରୀ: ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ପୁଡ଼ୁଚେରୀରେ ଉତ୍ସବ ପାଳନ ହୋଇଥିଲା। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁଡ଼ୁଚେରୀ ଉପରାଜ୍ୟପାଳ କିରଣ ବେଦୀ ଏବଂ ଏଆଇଏଡିଏମ୍କେ ବିଧାୟକ ଏ ଅନ୍ବଲଗନ୍ଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। କିରଣଙ୍କୁ ବିଧାୟକ ସମାଲୋଚନା କରିଥିେଲ। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।