ସୁପ୍ରିମ୍‌ କୋର୍ଟ ସଙ୍କଟ: ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କୁ ଭେଟିଲେ ବିସିଆଇ ପ୍ରତିନିଧି ଦଳ

0 351

ନୂଆଦିଲ୍ଲୀ: ବିଚାର ବିଭାଗରେ ଦେଖା ଦେଇଥିବା ଅଭୂତପୂର୍ବ ସଙ୍କଟ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଆଜି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ଚେୟାମ୍ୟାନ୍‌ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୁପ୍ରିମ୍‌ କୋର୍ଟର ବିଚାରପତିମାନଙ୍କୁ ଭେଟୁଛନ୍ତି।
ଏହି ସାତଜଣିଆ ପ୍ରତିନିଧି ଦଳ ଏ ମଧ୍ୟରେ କିଛି ବିଚାରପତିଙ୍କୁ ଭେଟି ସାରିଲେଣି। ସିଜିଆଇ ଦୀପକ ମିଶ୍ରଙ୍କ ସମେତ ଅନ୍ୟ କେତେଜଣ ବିଚାରପତିଙ୍କୁ ଏହା ପରେ ଭେଟିବାକୁ ଯାଉଛନ୍ତି ପ୍ରତିନିଧିମାନେ।

ଗତକାଲି ବିସିଆଇ ଗତକାଲି ସାତଜଣିଆ ପ୍ରତିନିଧି ଦଳ ଗଠନ କରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.