୨ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ବଦଳି ଦାବି କଲା ବିଜେପି

ଭୁବନେଶ୍ୱର: ଉନ୍ନୟନ କମିସନ୍‌ ତଥା ଗୃହ ସଚିବଙ୍କୁ ଭେଟି ଭାରତୀୟ ଜନତା ପାର୍ଟି ବୁଧବାର ୨ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ବଦଳି ଦାବି କରିଛି। ବିଜେପି ଆଇଜି ଅମିତାଭ ଠାକୁର ଏବଂ ଡିଆଇଜି ଆଶିଷ ସିଂହଙ୍କ ବଦଳଦ ଦାବି କରିଛି। ବିଜେପିର ଅଭିଯୋଗ ଅନୁସାରେ ଏହି ୨ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରାଜ୍ୟ ସରକାରଙକ ହାତବାରିସି ସାଜିଛନ୍ତି। ଅବାଧ ନିର୍ବାଚନ ପାଇଁ ଉଭୟ ଅଫିସରଙ୍କ ବଦଳି ଜରୁରୀ ଅଛି ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର