ଆପଣ ଗୋଟିଏ ମନସ୍କାମନା ସହ ଏହି ଫୁଲରୁ ଗୋଟିଏ ପାଖୁଡ଼ା ବାଛନ୍ତୁ, ଜାଣନ୍ତୁ ନିଜର ଫଳାଫଳ

ଯଦି ଆମେ ଯାହା କାମନା କରନ୍ତେ ସତ ହୋଇଯାଆନ୍ତା ତା’ହେଲେ ପୂରା ବିଶ୍ୱ ଏକ ପରୀ ରାଇଜର କାହାଣୀ ପରି ଲାଗନ୍ତା। ମାତ୍ର ଦୁଃଖର କଥା ସେପରି ହୁଏ ନାହିଁ। ଏଠାରେ ଆପଣଙ୍କ ପାଇଁ ଏକ ସୁଯୋଗ ରହିଛି। ଆପଣ ଦିଆଯାଇଥିବା ଫୁଲରୁ ଗୋଟିଏ ପାଖୁଡ଼ା ଚୟନ କରନ୍ତୁ। ନିମ୍ନରେ ମିଳାଇ ପରଖି ନିଅନ୍ତୁ ଯେ ଆପଣଙ୍କ ମନସ୍କାମନା ପୂରା ହେବ କି ନାହିଁ। ତେବେ, ଜାଣନ୍ତୁ କେଉଁ ପାଖୁଡ଼ା ଚୟନ କରିଥିଲେ ଫଳାଫଳ କ’ଣ ହେବ?

ନୀଳ: ଯଦି ଆପଣ ନୀଳ/ବାଇଗଣୀ ଚୟନ କରିଛନ୍ତି ତେବେ ଆପଣଙ୍କ ଇଚ୍ଛା ନିଶ୍ଚୟ ପୂରା ହେବ। ମାତ୍ର ଆପଣଙ୍କୁ ଏଥିପାଇଁ ଧୈର୍ଯ୍ୟ ଧରିବାକୁ ହେବ।

ସବୁଜ: ଯଦି ଆପଣ ସବୁଜ ଚୟନ କରିଛନ୍ତି ତେବେ ନିଜର ଇଚ୍ଛା ପୂରା କରିବା ପାଇଁ ଆପଣ ଉଦ୍ୟମରତ ଅଛନ୍ତି। ନିକଟ ଭବିଷ୍ୟତରେ ତାହା ପୂରା ହେବାକୁ ଯାଉଛି।

ବାଇଗଣୀ: ଯଦି ଆପଣ ବାଇଗଣୀ ଚୟନ କରିଛନ୍ତି ତେବେ ନିଜ ଇଚ୍ଛା ପୂରା କରିବା ପାଇଁ ଆପଣଙ୍କୁ ସାମାନ୍ୟ ଉଦ୍ୟମ କରିବାକୁ ହେବ।

ନାଲି: ଯଦି ନାଲି ଚୟନ କରିଛନ୍ତି ତେବେ ଆପଣ ଆଶା ନ କରିଥିବା ତରିକାରେ ନିଜ ଇଚ୍ଛା ପୂରା ହେବ।

କମଳା: ଯଦି ଆପଣ କମଳା ରଂଗର ପାଖୁଡ଼ା ବାଛିଛନ୍ତି ତେବେ ଆପଣଙ୍କ ଇଚ୍ଛା ଆପଣଙ୍କ ପାଇଁ ସମସ୍ୟା ଠିଆ କରାଇପାରେ।

ହଳଦିଆ: ଯଦି ହଳଦିଆ ରଂଗ ବାଛିଛନ୍ତି ତେବେ ଆପଣଙ୍କ ଇଚ୍ଛା ପୂରା ହେବାକୁ ଅନେକ ସମୟ ନେବ।

ଗୋଲାପୀ: ଗୋଲାପୀ ରଂଗ ବାଛିଥିଲେ ଆପଣଙ୍କ ଇଚ୍ଛା ପୂରଣ ହେବାରେ ଟିକେ ଜଟିଳତା ଆସିପାରେ।

ସମ୍ବନ୍ଧିତ ଖବର