Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ସିକେ ନାଇଡୁ କ୍ରିକେଟ:ଟସ୍‌ ଜିଣି ଛତିଶଗଡ଼ର ପ୍ରଥମେ ଫିଲ୍ଡିଂ

0 185

ବଲାଙ୍ଗୀର: ଗତକାଲି ବଲାଙ୍ଗୀର ଠାରେ ଖେଳାଯିବାକୁ ଥିବା ଛତିଶଗଡ଼ – ଓଡ଼ିଶା ସିକେ ନାଇଡୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବର୍ଷା ଯୋଗୁଁ ବନ୍ଦ ହେବା ପରେ ଆଜି ଅପରାହ୍‌ଣ ପରେ ମ୍ୟାଚ୍‌ ଆରମ୍ଭ ହୋଇଛି। ମ୍ୟାଚ୍‌ ରେଫ୍‌ରି ପିକେଏସ ରେଡ୍ଡି ଆଜି ଦିନ ୧ଟା ପରେ ପଡ଼ିଆ ନିରିକ୍ଷଣ କରିବା ପରେ ମ୍ୟାଚ୍‌ ଖେଳାଯିବ ବୋଲି ଘୋଷଣା କରିଥିଲେ। ଛତିଶଗଡ଼ ଟସ୍‌ ଜିଣି ପ୍ରଥମେ ଫିଲ୍ଠି କରିବ ବୋଲଇ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

eleven + 7 =