ସଂକ୍ଷେପରେ

o ପାକିସ୍ତାନକୁ ଦ୍ୱିତୀୟ ଥର ହରାଇ ଦୁବାଇ ମାଷ୍ଟର୍ସ କବାଡ଼ି ସେମିଫାଇନାଲ୍‌ରେ ଭାରତ
o ଏସୀୟ କପ୍‌ ଫୁଟ୍‌ବଲ୍‌ରେ ଖେଳିବା ଆମ ପାଇଁ ବିଶ୍ୱକପ୍‌ ଭଳି: ଭାରତୀୟ ଗୋଲ୍‌ ରକ୍ଷକ ଗୁର୍‌ପ୍ରୀତ ସିଂହ ସାନ୍ଧୁ
o ଭାରତୀୟ ଦଳର ବର୍ତମାନର ଦ୍ରୁତ ବୋଲିଂ ସବୁଠୁ ସମ୍ପୂର୍ଣ୍ଣ: ସଚିନ ତେନ୍ଦୁଲକର
o ଧଳା ବଲ୍‌ରେ ସଂପ୍ରତି ଭାରତର ମହେନ୍ଦ୍ର ସିଂହ ଧୋନିଙ୍କଠୁ ଇଂଲଣ୍ଡର ଜୋସ୍‌ ବଟ୍ଟଲର ଶ୍ରେଷ୍ଠ: ଟିମ୍‌ ପାଇନ୍‌କିରଗିଜସ୍ତାନରେ ଅନୁଷ୍ଠିତ ଏସୀୟ କିକ୍‌ ବକ୍ସିଂ ପ୍ରତିଯୋଗିତାରେ କାଂସ୍ୟ ପଦକ ବିଜେତା ଓଡ଼ିଶାର ବୁରାଗାପୁ ଭାସ୍କର ରାଓଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫,୦୦୦ ଟଙ୍କା ପ୍ରଦାନ ସହିତ ସମ୍ବର୍ଧିତ କରୁଛନ୍ତି

ସମ୍ବନ୍ଧିତ ଖବର