ଜାକର୍ତା ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା କୃତି କ୍ରୀଡ଼ାବିତ୍‌

0 35

ଜାକର୍ତା ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା କୃତି କ୍ରୀଡ଼ାବିତ୍‌ଙ୍କୁ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ବର୍ଧିତ କରାଯିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମଙ୍କ ସହ ୭ ପଦକ ବିଜୟୀ ଓଡ଼ିଆ ତାରକା (ବାମରୁ) ଅମିତ ରୋହିଦାସ, ଲିଲିମା ମିଞ୍ଜ, ସୁନୀତା ଲାକ୍ରା, ଦୂତି ଚାନ୍ଦ, ବୀରେନ୍ଦ୍ର ଲାକ୍ରା, ନମିତା ଟପ୍ପୋ ଓ ଦୀପ୍‌ଗ୍ରେସ୍‌ ଏକ୍କା। ସ୍ୱର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ପିଛା ଯଥାକ୍ରମେ ୪୦, ୨୦ ଏବଂ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.