ପିଚ୍‌ ଅନୁପ୍ରବେଶକାରୀଙ୍କୁ ଜେଲ୍‌

0 14

ମସ୍କୋ: ଫ୍ରାନ୍ସ-କ୍ରୋଏସିଆ ବିଶ୍ୱକପ୍‌ ଫାଇନାଲ୍‌ ବେଳେ ପିଚ୍‌ରେ ଅନୁପ୍ରବେଶ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣକୁ ମସ୍କୋର ଏକ କୋର୍ଟ ଆଜି ୧୫ ଦିନ ଜେଲ ଦଣ୍ଡ ଦେଇଛି। ତା’ ସହ ଭେରୋନିକା ନିକୁଲସିନା ନାମକ ଏହି ବିକ୍ଷୋଭକାରୀଙ୍କୁ ୩ ବର୍ଷ ଯାଏଁ ସମସ୍ତ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତାରୁ ବାସନ୍ଦ କରିଛି। ଏହି ମାମଲାରେ ଜଡ଼ିତ ଅନ୍ୟ ତିନି ଜଣଙ୍କର ବିଚାର ମଙ୍ଗଳବାର ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.