ନିଯୁକ୍ତ ହେବେ ୧୭୧ ଦାନ୍ତ ଡାକ୍ତର

ଭୁବନେଶ୍ୱର : ରାଜ୍ୟରେ ଖୁବ୍‌ ଶୀଘ୍ର ୧୭୧ ଜଣ ଡେଣ୍ଟାଲ୍‌ ସର୍ଜନ ନିଯୁକ୍ତି ପାଇବେ। ଏହି ନିଯୁକ୍ତି ପ୍ରଦାନ ପାଇଁ ଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ଆୟୋଗ ଏହାର ଚୟନ ପ୍ରକ୍ରିୟା ଜରିଆରେ ୧୭୧ ଜଣ ଡେଣ୍ଟାଲ ସର୍ଜନଙ୍କ ନିଯୁକ୍ତି ପାଇଁ ସୁପାରିସ୍‌ କରିଥିଲେ। ଏମାନଙ୍କୁ ଗ୍ରୁପ୍‌-ଏ ପଦବିରେ ନିଯୁକ୍ତି ଦିଆଯିବ।

ସମ୍ବନ୍ଧିତ ଖବର