ଓଡ଼ିଶା ପୁଲିସ୍‌ର ୩୨ ଡିଏସ୍‌ପିଙ୍କ ବଦଳି

କଟକ : ଓଡ଼ିଶା ପୁଲିସ୍‌ରେ କାର୍ଯ୍ୟରତ ୩୨ ଜଣ ଡିଏସ୍‌ପି, ଏସ୍‌ଡିପିଓ ଓ ଏସିପିଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। କଟକ ଏଚ୍‌ଆର‌୍‌ପିସି ଡିଏସ୍‌ପି ପ୍ରଦୀପ କୁମାର ଜାଲିଙ୍କୁ କଟକ ଏସ୍‌ପି କାର୍ଯ୍ୟାଳୟକୁ ବଦଳି କରାଯିବା ସହିତ ତାଙ୍କୁ ଭୁବନେଶ୍ବର ବାଣିଜ୍ୟ ଓ ପରିବହନ ବିଭାଗକୁ ଡେପୁଟେସନ୍‌ରେ ପଠାଯାଇଛି। ସେ କଟକ ପରିବହନ କମିସନରଙ୍କ କାର୍ଯ୍ୟାଳୟରେ ଓଡ଼ିଶା ସଡ଼କ ସୁରକ୍ଷା ସେଲ୍‌ ଲିଡ୍‌ ଏଜେନ୍ସିର ଏନ୍‌ଫୋର୍ସମେଣ୍ଟ ଅଫିସର ଭାବେ କାର୍ଯ୍ୟ କରିବେ। ତାଙ୍କ ବ୍ୟତୀତ ନିମାପଡ଼ା ଏସ୍‌ଡିପିଓ ନିର˚ଜନ ପାଢୀ ସାଲେପୁରକୁ, ସୁନ୍ଦରଗଡ଼ ଆଇୟୁସିଏଡବ୍ଲୁ ଡିଏସ୍‌ପି ଶରତ କୁମାର ମିଶ୍ର ନିମାପଡ଼ା ଏସ୍‌ଡିପିଓ, ଘଟଗାଁ ଏସ୍‌ଡିପିଓ ସିଲ୍‌ଭେରିଅସ୍‌ ଟପ୍ପୋ ଗଞ୍ଜାମ ପୁରୁଷୋତ୍ତମପୁରକୁ, କରଞ୍ଜିଆ ଏସ୍‌ଡିପିଓ କୃଷ୍ଣ ପ୍ରସାଦ ପଟ୍ଟନାୟକ ମୟୁରଭଞ୍ଜ ଉଦଳାକୁ, ଉଦଳା ଏସ୍‌ଡିପିଓ ସ୍ବପ୍ନ ର˚ଜନ ମହାପାତ୍ର ଘଟଗାଁକୁ, ପଟ୍ଟାମୁଣ୍ତାଇ ଏସ୍‌ଡିପିଓ ଉମା ଶଙ୍କର ମହାରଣା ଆଠଗଡ଼କୁ, ଯାଜପୁର ଡିଆଇବି ଡିଏସ୍‌ପି ସୁଧାକର ସାହୁ ନୟାଗଡ଼ ଏସ୍‌ଡିପିଓ, ଆଠଗଡ଼ ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ୍‌ ଜଗତସି˚ହପୁରକୁ, ଅନୁଗୁଳ ଆଇୟୁସିଏଡବ୍ଲୁ ଡିଏସ୍‌ପି ଉମେଶ କୁମାର ପଣ୍ତା ବାଲେଶ୍ବରକୁ, ସୁବର୍ଣ୍ଣପୁର ପିସିଆର‌୍‌ ସେଲ୍‌ ଡିଏସ୍‌ପି ଅନଦା ବର୍ଦ୍ଧନ ଗୁରୁ ବ୍ରଜରାଜନଗର ଏସ୍‌ଡିପିଓ, ସୁନ୍ଦରଗଡ଼ ଆଇଏଏଚ୍‌ଟିୟୁ ଡିଏସ୍‌ପି ସୁବୋଧ କୁମାର ମଲ୍ଲିକ ଟିଟିଲାଗଡ଼ ଏସ୍‌ଡିପିଓ, କଟକ କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଷ୍ଣୁ ପ୍ରସାଦ ପତି ବ୍ରହ୍ମପୁର ଏସ୍‌ଡିପିଓ, କମିସନରେଟ୍‌ ପୁଲିସ୍‌ ଏସିପି ଫଗୁଆ ସି˚ହ ଚାନ୍ଦବାଲି ଏସ୍‌ଡିପିଓ, ଚାନ୍ଦବାଲି ଏସ୍‌ଡିପିଓ ତରୁଣ କୁମାର ଦାସ କମିସନରେଟ୍‌ ପୁଲିସ୍‌ ଏସିପି, କେନ୍ଦ୍ରାପଡ଼ା ଡିଆଇବି ଡିଏସ୍‌ପି ର˚ଜନ କୁମାର ଦେ ପଟ୍ଟାମୁଣ୍ତାଇ ଏସ୍‌ଡିପିଓ, ବରଗଡ଼ ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ତା ବଲାଙ୍ଗୀର କଣ୍ଟାବାଞ୍ଜିକୁ, କମିସନରେଟ୍‌ ପୁଲିସ୍‌ ଏସିପି ସୂର୍ଯ୍ୟମଣି ପ୍ରଧାନ ଆସ୍କା ଏସ୍‌ଡିପିଓ, ଆସ୍କା ଏସ୍‌ଡିପିଓ ସୁବାସ ଚନ୍ଦ୍ର ପଣ୍ତା କମିସନରେଟ୍‌ ପୁଲିସ୍‌ ଏସିପି, ଗୁଇନ୍ଦା ଡିଏସ୍‌ପି ପ୍ରବୀଣ ଚନ୍ଦ୍ର ତ୍ରିପାଠୀ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଏସ୍‌ପି, ଗୁଇନ୍ଦା ଡିଏସ୍‌ପି ସତ୍ୟଜିତ ମିଶ୍ର କମିସନରେଟ ଏସିପି, କମିସନରେଟ ଏସିପି ଅତନୁ କୁମାର ରାଉତ କେନ୍ଦ୍ରାପଡ଼ା ଡିଆଇବି ଡିଏସ୍‌ପି, କମିସନରେଟ ଏସିପି ଦେବୀଶଙ୍କର ପ୍ରତାପ ସୁନ୍ଦରଗଡ଼ ଆଇଏଏଚ୍‌ଟିୟୁ ଡିଏସ୍‌ପି, ଜଗତସି˚ହପୁର ଏସ୍‌ଡିପିଓ ସୁଯୋଗ୍ୟ କୁମାର ମିଶ୍ର ବାଲେଶ୍ବର ଡିଆଇବି ଡିଏସ୍‌ପିକୁ, ବ୍ରଜରାଜନଗର ଏସ୍‌ଡିପିଓ ରାମ ପ୍ରସାଦ ସାହୁ ସୁନ୍ଦରଗଡ଼ ଆଇୟୁସିଏଡବ୍ଲୁ ଡିଏସ୍‌ପି, କଣ୍ଟାବାଞ୍ଜି ଏସ୍‌ଡିପିଓ ପ୍ରଫୁଲ୍ଲ କୁମାର ମିଶ୍ର ଯାଜପୁର ଡିଆଇବି ଡିଏସ୍‌ପି, ପୁରୁଷୋତ୍ତମପୁର ଏସ୍‌ଡିପିଓ ଅଶ୍ବିନୀ କୁମାର ସାହୁ ଗଞ୍ଜାମ ଡିଆଇବି ଡିଏସ୍‌ପି, କଟକ ଆଇଏଏଚ୍‌ଟିୟୁ ଡିଏସ୍‌ଆର‌୍‌ପି ରବିନ୍ଦ୍ରନାଥ ମହାପାତ୍ର ଭୁବନେଶ୍ବର ମେରାଇନ୍‌ କୋଷ୍ଟାଲ୍‌ ସିକ୍ୟୁରିଟି ଡିଏସ୍‌ପି, କନ୍ଧମାଳ ଡିଆଇବି ଡିଏସ୍‌ପି ଅମରେଶ କୁମାର ପାଣିଗ୍ରାହୀ କନ୍ଧମାଳ ଆଇୟୁସିଏଡବ୍ଲୁ ଡିଏସ୍‌ପି, କନ୍ଧମାଳ ଆଇୟୁସିଏଡବ୍ଲୁ ଡିଏସ୍‌ପି ସୀତାକାନ୍ତ ଗନ୍ତାୟତ କନ୍ଧମାଳ ଡିଆଇବି ଡିଏସ୍‌ପି, ଅନ୍ଦରପୁର ଏସ୍‌ଡିପିଓ ମହେଶ୍ବର ସେଠୀ ନବରଙ୍ଗପୁର ଆଇୟୁସିଏଡବ୍ଲୁ ଡିଏସ୍‌ପି ଭାବେ ବଦଳି ହୋଇଛନ୍ତି।

ସମ୍ବନ୍ଧିତ ଖବର