ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କୁ ମିଳିବ ୭ମ ବେତନ

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ଅନୁମୋଦିତ ପଦବିରେ ନିଯୁକ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ୭ମ ବେତନ କମିସନଙ୍କ ସୁପାରିସ ହାରରେ ସଂଶୋଧିତ ବେତନ ମିଳିବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦେଇଥିବା ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମଞ୍ଜୁରି ଦେଇଛନ୍ତି। ଏହି ସଂଶୋଧିତ ହାରରେ ବେତନ ୨୦୧୬ ଜାନୁଆରି ୧ ତାରିଖରୁ ଲାଗୁ ହେବ।

ସମ୍ବନ୍ଧିତ ଖବର