କେରଳ ବନ୍ୟା ପୀଡ଼ିତଙ୍କ ଉଦ୍ଦେଶ୍ୟରେ ସହାୟତା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘ ସାଉଥ୍‌କୋ ଶାଖା ପକ୍ଷରୁ କେଳର ବନ୍ୟା ପୀଡ଼ିତଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩୧ହଜାର ଟଙ୍କା ପ୍ରଦାନ କରାଯାଇଛି। ଶାଖାର ବଳରାମ ପ୍ରସାଦ ବସୁମଲ୍ଲିକ, ଅମ୍ବିକା ପାତ୍ର, ଲମ୍ବୋଦର ପାତ୍ର, ଚିତ୍ତରଂଜନ ମଲ୍ଲିକ, ସରୋଜ ମିଶ୍ର, ସୁଧୀର ଗୌଡ଼ ପ୍ରମୁଖ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଡ୍ରାଫ୍ଟ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର