ମାଲକାନଗିରି: ଛତିଶଗଡ଼ରେ ଥିବା କଲମା ବ୍ୟାରେଜ୍ର ଗେଟ୍ଗୁଡ଼ିକ ଅକ୍ଟୋବର ପ୍ରଥମ ସପ୍ତାହରେ ବନ୍ଦ ହେବ। ଏହି ଗେଟ୍ ଗୁଡ଼ିକ ପର୍ଯ୍ୟାୟକ୍ରମେ ବନ୍ଦ ହେବ ବୋଲି ଜଣାପଡ଼ିଛି। ବର୍ତମାନ ଏହି ବ୍ୟାରେଜରୁ ୬୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ବୋଲି ଛତିଶଗଡ଼ର ବରିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ପୂର୍ବବର୍ତ୍ତୀ ଖବର