ଆଜି ଆସିବେ ମନୋଜ ତିୱାରୀ, ଯୋଗୀ ଆଦିତ୍ୟନାଥଙ୍କ ଗସ୍ତ ୧୫ରେ

0

ଭୁବନେଶ୍ବର : ସିନେ ଅଭି‌େନତା ତଥା ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ରବିବାର ଦିନ ଓଡ଼ିଶା ଆସିବେ। ସେ ସକାଳ ୧୦ଟା ୩୦ରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ପହଞ୍ଚି ରୋଡ୍‌ ସୋ’ ଓ ସାଧାରଣ ସଭାରେ ‌େଯାଗ ଦେବେ। ତାହା ପରେ ଝାରସୁଗୁଡ଼ାରେ ହେବାକୁ ଥିବା ରୋଡ୍‌ ସୋ’ରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧୫ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଆସିବେ। ସେ ରାଉରକେଲା, ଅନୁୂଗୁଳ ଓ ଫୁଲବାଣୀରେ ଦଳୀୟ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.