ମଙ୍ଗଳାଯୋଡ଼ିରେ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ୨୭ରୁ

ଭୁବନେଶ୍ବର : ଏସିଆର ପକ୍ଷୀଙ୍କ ସ୍ବର୍ଗ ଭାବେ ବିବେଚିତ ଖୋର୍ଧା ଜିଲ୍ଲାର ମଙ୍ଗଳାଯୋଡ଼ିରେ ଆସନ୍ତା ୨୭ ତାରିଖରୁ ଦୁଇଦିନ ବ୍ୟାପୀ ୨ୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନୀ, ସେମିନାର, ମଙ୍ଗଳାଯୋଡ଼ି ଓ ନଳବଣକୁ ପରିଦର୍ଶନ ଆଦି ରହିଛି। ଏଥିରେ ଦେଶ ବିଦେଶର ପ୍ରାୟ ୨୦୦ଜଣ ଖ୍ୟାତନାମା ଫଟୋଗ୍ରାଫର, ବିହଙ୍ଗ ବିଶେଷଜ୍ଞମାନେ ଯୋଗଦେବେ।

ସମ୍ବନ୍ଧିତ ଖବର