ଡ.ଦାଶରଥି ଦାସ ପାଇବେ ୨୦୧୮ ଲାଗି ସାହିତ୍ୟ ଏକାଡେମି ପୁରସ୍କାର

ନୂଆଦିଲ୍ଲୀ : ୨୦୧୮ ଲାଗି କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ସାହିତ୍ୟିକ ଡ.ଦାଶରଥି ଦାସ ତାଙ୍କର ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ଲାଗି ସାହିତ୍ୟ ଏକାଡେମି ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି।

ସେହିପରି ଡ.ଗଗନେନ୍ଦ୍ର ନାଥ ଦାଶଙ୍କୁ ସାହିତ୍ୟ ଏକାଡେମି ଭାଷା ସମ୍ମାନ ଏବଂ ଡ.ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାଗଙ୍କୁ କୋଶଲି-ସମ୍ବଲପୁରୀ ଭାଷା ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର