ନନ୍ଦନକାନନ‌ରେ ମହାବଳ ‘ଶୁଭ୍ରାଶୁଂ’ ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନରେ ମହାବଳ ବାଘ ଶୁଭ୍ରାଶୁଂ ଅସୁସ୍ଥ ଥିବା ସୂଚନା ମିଳିଛି । ମହାବଳ ‘ଶୁଭ୍ରାଶୁଂ’ ରକ୍ତ ସଂକ୍ରମଣରେ ପିଡିତଥିବା ଜଣାପଡିଛି । ମନୀଷ-ସେହ୍ନା ମିଳନରୁ ‘ଶୁଭ୍ରାଶୁଂ’ ଜନ୍ମଲାଭ କରିଥିଲା । ନିକଟରେ ନନ୍ଦନକାନନରେ ହରପିସ୍‌ ସଂକ୍ରମଣ ଦ୍ୱାରା ହାତୀ ମୃତ୍ୟୁ ବରଣ କରିଥିବା ବେଳେ ଏବେ ‘ଶୁଭ୍ରାଶୁଂ’ର ଅସୁସ୍ଥ ହେବା ଚିନ୍ତାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର