ମୁସୁରଙ୍ଗି ଜଙ୍ଗଲରେ ୨ କଲରାପତରିଆ

ନୂଆପଡ଼ା : ଦୁଇ ବର୍ଷ ତଳେ ନୂଆପଡ଼ା ଜିଲ୍ଲାର ହଳଦୀ ଗାଁରେ ବାଘ ଆତଙ୍କ ସୃଷ୍ଟି କରିଥିଲା। ପୁଣି ମୁସୁରଙ୍ଗି ଜଙ୍ଗଲରେ ୨ଟି କଲରାପତରିଆ ବାଘ ଦେଖି ଗାଁର ‌ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। କିଛି ଲୋକ ମୋବାଇଲରେ ବାଘର ଫଟୋ ଉତ୍ତୋଳନ କରିଛନ୍ତି। ଖବର ପାଇ ନୂଆପଡ଼ା ବନ ବିଭାଗ ଗାଁରେ ପହଞ୍ଚି ଜଙ୍ଗଲ ପାଖରେ ଥିବା ଗ୍ରାମବାସୀଙ୍କୁ ସନ୍ଧ୍ୟା ପରେ ଘରୁ ନ ବାହାରିବା ପାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର