Advertisment
Latest Posts
Advertisment
ଜିଲ୍ଲା
କ୍ଷତି ସହୁଛନ୍ତି ପିଜୁଳି ଚାଷୀ,ମିଳୁନି ଉଚିତ୍ ବଜାର ଦର
ପିଜୁଳି ଏକ ଲାଭ ଜନକ ଚାଷ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ। ଜୁଲାଇ ଓ ଅଗଷ୍ଟ ମାସରେ ମୁଖ୍ୟତଃ ଏହି ପିଜୁଳି ଗଛରେ ଫଳିଥାଏ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଜୁଗୁଡା ଓ ପାତିଆ ଡଙ୍ଗରିଗୁଡ଼ାରେ ପ୍ରଚୁର ପରିମାଣର ପିଜୁଳି ଚାଷ ହେଉଥାଏ....
Gallery
ବାଣିଜ୍ୟ
ଟ୍ରେନ୍ର ମଇଳା ଶୌଚାଳୟ ପାଇଁ ରେଳ ଅଧିକାରୀ ଦାୟୀ: ସିଏଜି
ଦୂରଗାମୀ ଟ୍ରେନଗୁଡ଼ିକର ସଫା କରିବା ପାଇଁ ରେଳବାଇ ଅନ୍-ବୋର୍ଡ ସଫା କରିବା ସେବା ଆରମ୍ଭ କରିଛି। କିନ୍ତୁ ଯାତ୍ରୀମାନେ ଏହାର ଲାଭ ପାଉ ନାହାନ୍ତି। ଏହାର କାରଣ ହେଉଛି ସଫେଇ କରୁଥିବା ଠିକାଦାରଙ୍କ ପ୍ରତି ରେଳ ଅଧିକାରୀଙ୍କ କୋହଳ ମନୋଭାବ....
ଅପରାଧ
ବିବାହ ପରେ ଝିଅ ରଖିଥିଲା ଅନୈତିକ ସମ୍ପର୍କ, ଜାଣିବା ପରେ ପ୍ରେମିକ ସହ ଝିଅକୁ ହତ୍ୟା କଲା ବାପା
ବିବାହ ପରେ ଝିଅ ରଖିଥିଲା ଅନୈତିକ ସମ୍ପର୍କ। ଜାଣିବା ପରେ ପ୍ରେମିକ ସହ ଝିଅକୁ ହତ୍ୟା କଲା ବାପା। ମହାରାଷ୍ଟ୍ରର ନାନ୍ଦେଡରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିବାହ ପରେ ଶାଶୁ ଘରେ ଯାଇ ସମ୍ମାନ ହାନୀ କରିଥିବାରୁ ରାଗରେ ବାପା ଏଭଳି କରିଥିବା ଜଣାଯାଇଛି।
ମନୋରଞ୍ଜନ
ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍ରେ ଦକ୍ଷିଣ ଅଭିନେତା ବାଲକ୍ରିଷ୍ଣ
ସିନେମାରେ ୫୦ ବର୍ଷ ପୂରଣ କରିବା ପାଇଁ ତେଲୁଗୁ ଅଭିନେତା। ନନ୍ଦମୁରୀ ବାଲକ୍ରିଷ୍ଣଙ୍କୁ ସମ୍ମାନିତ କରାଯାଇଛି। ସେ ଏହି ସମ୍ମାନ ପାଇବାରେ ପ୍ରଥମ ତେଲୁଗୁ ଅଭିନେତା ପାଲଟିଛନ୍ତି । ବାଲାୟା ନାମରେ ଜଣାଶୁଣା ବରିଷ୍ଠ ତେଲୁଗୁ ଅଭିନେତାଙ୍କୁ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍ ୟୁକେ ଦ୍ୱାରା ସମ୍ମାନିତ କରାଯାଇଛି...
ପୁନଶ୍ଚ ପୃଥିବୀ
ବଦଳୁଛି ଇନ୍ଦ୍ରଧନୁର ମତିଗତି
ଆବହମାନ କାଳରୁ ଆଶା ଓ ସୌନ୍ଦର୍ଯ୍ୟର ପ୍ରତୀକ ଭାବେ ବିବେଚିତ ହୋଇଆସୁଥିବା ଇନ୍ଦ୍ରଧନୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ କେଉଁଠି ଅଧିକ ଦେଖାଯିବ ତ ଆଉ କେଉଁଠି କମ୍ ଦେଖିବାକୁ ମିଳିବ ବୋଲି ଏକ ନୂତନ ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛି।