Advertisment
Latest Posts
Advertisment
ଜିଲ୍ଲା
ଅନ୍ତଜିଲ୍ଲା ଡକାୟତ-ଛିନ୍ତାଇ ଗ୍ୟାଙ୍ଗର ୪ କୁଖ୍ୟାତ ଡକାୟତଙ୍କୁ ରାତିରେ ଗୋଡ଼ାଇ ଧରିଲା ପୁଲିସ
୧୫ ଦିନ ପୁର୍ବରୁ ବୈଶିଙ୍ଗ-ରୁପ୍ସା ରାସ୍ତାରେ ବିଳମ୍ବିତ ରାତି ସମୟରେ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ କରିବା ଘଟଣାର ତଦନ୍ତ କରୁ କରୁ ୩ଜିଲ୍ଲାରେ ବ୍ୟାପି ଥିବା କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୈଶିଙ୍ଗା ପୁଲିସ କୋର୍ଟ ଚାଲାଣ କରିଛି....
Gallery
କେନାଲରୁ ୧୫ ଫୁଟର ଅଜଗର ଉଦ୍ଧାର
ନାଲରୁ ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ଅଜଗର। ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନ କାଦୁଆଣୀ ଗ୍ରାମ ନିକଟରେ ଥିବା ଏକ କେନାଲରେ ୧୫ ଫୁଟ ଲମ୍ବର ଏକ ଅଜଗରକୁ କିଛି ସ୍ଥାନୀୟ ଲୋକ ଦେଖିଥିଲେ। ପରେ ସେମାନେ ବନବିଭାଗକୁ ଅବଗତ କରିଥିଲେ।ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି। ସାପକୁ ଦେଖିବାକୁ କିଛି ସମୟ ପାଇଁ ଲୋକଙ୍କ ଭିଡ ଜମିଥିଲା।
ବାଣିଜ୍ୟ
ମନି ଗେମ୍ ବନ୍ଦ କଲା ଡ୍ରିମ-୧୧, ଏଥର ମିଳିବ ଆଇଫୋନ ପୁରସ୍କାର
ସରକାରଙ୍କ ଦ୍ବାରା ଅନଲାଇନ ଗେମ ଆଇନ ଲାଗୁ ହେବା ପରେ ଡ୍ରିମ-୧୧ ସମେତ ଦେଶରେ କାମ କରୁଥିବା ଗେମିଂ ଆପଗୁଡ଼ିକ ନିଜ ନିଜର ମନିଗେମ ଗୁଡ଼ିକୁ ବନ୍ଦ କରିଦେଇଛନ୍ତି ଓ ତା ସ୍ଥାନରେ ସୋସିଆଲ ଗେମ ଗୁଡ଼ିକ ଉପରେ ଫୋକସ କରିବା ଆରମ୍ଭ କରିଛନ୍ତି ।
ଅପରାଧ
ବଢ଼ିଲା ଅନୀଲ ଅମ୍ବାନୀଙ୍କ ପାଇଁ ସମସ୍ୟା: ଇଡି ପରେ ସିବିଆଉ କଲା ଚଢ଼ାଉ
ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଇଡି ପରେ ଏବେ ତାଙ୍କ ସଂପତ୍ତି ଉପରେ ସିବିଆଇ ଚଢ଼ାଉ କରିବା ଆରମ୍ଭ କରିଛି। ସିବିଆଇ ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କ ସହ ଜଡିତ ସ୍ଥାନ ଖୋଜୁଛି।
ମନୋରଞ୍ଜନ
ବୁଲା କୁକୁରଙ୍କ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ରାମ ଗୋପାଳ ବର୍ମା, କହିଲେ- କୁକୁର କ'ଣ ତାର ଡାକ୍ତରୀ ଫାଇଲ୍ ପଢ଼ି କାମୁଡ଼ିବ କି?
ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ସୁପ୍ରିମକୋର୍ଟଙ୍କ ବୁଲା କୁକୁରଙ୍କ ଉପରେ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି- କୁକୁରର ଟିକାକରଣ ପ୍ରମାଣପତ୍ର କିପରି ଜଣେ ପିଲାକୁ ରାସ୍ତାରେ କାମୁଡ଼ିବା କିମ୍ବା ମାରିବାରୁ ରକ୍ଷା କରିବ?
ପୁନଶ୍ଚ ପୃଥିବୀ
ପରିବେଶର ଯତ୍ନ ସବୁଠୁ ଶ୍ରେଷ୍ଠ କର୍ମ: ସୁଜାତା
ବିକାଶ ଆଳରେ ମାନବ ସମାଜ ଏବେ ଯେଉଁଭଳି ଗଛଲତା, ଜଙ୍ଗଲ, ପାହାଡ଼, ନଦୀ, ଝରଣା ତଥା ପ୍ରାକୃତିକ ସମ୍ପଦକୁ ନଷ୍ଟ କରିଚାଲିଛି ତାହା ଚିନ୍ତାଜନକ। ଜଳବାୟୁ ପରିବର୍ତ୍ତନ ଏବେ କେବଳ ବୈଶ୍ବିକ ସମସ୍ୟା ନୁହେଁ, ଛୋଟଛୋଟ ଗାଁରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି।