Advertisment
Latest Posts
Advertisment
ଜିଲ୍ଲା
କ୍ଷତି ସହୁଛନ୍ତି ପିଜୁଳି ଚାଷୀ,ମିଳୁନି ଉଚିତ୍ ବଜାର ଦର
ପିଜୁଳି ଏକ ଲାଭ ଜନକ ଚାଷ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ। ଜୁଲାଇ ଓ ଅଗଷ୍ଟ ମାସରେ ମୁଖ୍ୟତଃ ଏହି ପିଜୁଳି ଗଛରେ ଫଳିଥାଏ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଜୁଗୁଡା ଓ ପାତିଆ ଡଙ୍ଗରିଗୁଡ଼ାରେ ପ୍ରଚୁର ପରିମାଣର ପିଜୁଳି ଚାଷ ହେଉଥାଏ....
Gallery
ବାଣିଜ୍ୟ
୪ ବ୍ୟାଙ୍କ ଅଂଶଧନ ବିକ୍ରି ପ୍ରକ୍ରିୟା ଆରମ୍ଭ
ଚାରିଟି ସରକାରୀ ବ୍ୟାଙ୍କର ଅଂଶଧନ ବିକ୍ରି କରିବା ପ୍ରକ୍ରିୟାକୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। ଏହାର ପରିଚାଳନା କରିବା ଲାଗି ବିଶ୍ବସ୍ତରୀୟ ଆର୍ଥିକ ସଂସ୍ଥା ଗୋଲ୍ଡମ୍ୟାନ୍ ସଚ୍ସକୁ ଦାୟିତ୍ବ ଦିଆଯାଇଛି।
ଅପରାଧ
ପୁଲିସ ପାଇଁ ବଢୁଛି ଚ୍ୟାଲେଞ୍ଜ: ଶକ୍ତି ସାଉଁଟିଲା ଡି-ଗ୍ୟାଙ୍ଗ୍!
କଟକ ସହରରେ ନିଜର ପୂର୍ବ ପତିଆରା ଫେରି ପାଇବା ପାଇଁ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଗ୍ୟାଙ୍ଗ୍ ସହିତ ହାତ ମିଳାଇଛି ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍। ସକିଲ୍ ଗ୍ୟାଙ୍ଗରୁ ଦୂରେଇ ଯାଇଥିବା ତାର ଖାସ୍ ସହଯୋଗୀ, ଦୁର୍ଦ୍ଦାନ୍ତ ଅପରାଧୀ ଅବଦୁଲ କାଦିର ମଧ୍ୟ ସକିଲ୍ ସହିତ ହାତ ମିଶାଇଛି।
ମନୋରଞ୍ଜନ
ଜନ୍ ସିନେମାରୁ ଦୂରେଇ ରହିବା ଭଲ: ବିବେକ ଅଗ୍ନିହୋତ୍ରୀ
କିଛି ଦିନ ତଳେ ଫିଲ୍ମ 'ଦି କଶ୍ମୀର ଫାଇଲ୍ସ'କୁ ଅତି-ରାଜନୈତିକ ବୋଲି କହିଥିଲେ ବଲିଉଡ ଅଭିନେତା ଜନ୍ ଆବ୍ରାହମ। ଏବେ ତାଙ୍କର ଏଭଳି ବୟାନକୁ ନେଇ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ପ୍ରତିକ୍ରିୟା ଦେଇଛନ୍ତି।
ପୁନଶ୍ଚ ପୃଥିବୀ
‘ବୃକ୍ଷରୋପଣ ଔପଚାରିକତାରେ ସୀମିତି ନରହୁ’
ପରିବେଶ ଅସୁସ୍ଥ ହୋଇପଡ଼ିଲାଣି। ଫଳରେ ଜୀବଜଗତ ପାଇଁ ବିପଦ ଘନେଇଛି। ଏହାର ପ୍ରମାଣ ହେଉଛି ଶୀତଋତୁରେ ବିଶେଷ ଥଣ୍ଡା ଅନୁଭବ ନହେବା ଆଉ ବର୍ଷା ଦିନେ ଗରମ ହେବା। ଏବେ ପରିବେଶ ସୁରକ୍ଷା ବଡ଼ ଆହ୍ବାନ ହୋଇଛି।