Advertisment
Latest Posts
Advertisment
ରାଜ୍ୟ
ହାଇୱା ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ପରେ ଉତ୍ତେଜନା
ଭଦ୍ରକ-ଆନନ୍ଦପୁର ରାସ୍ତାର ରାନ୍ଦିଆ ତାରିଣୀ ମନ୍ଦିର ଛକ ନିକଟରେ ଏକ ହାଇୱା ଧକ୍କାରେ ଅମୂଲ୍ୟ ମୁଦୁଲି(୪୨) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ।
ଜିଲ୍ଲା
ଜମିବାଡ଼ି ବିବାଦ: ଶାଳୀଙ୍କୁ ବିଚ୍ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ
ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଚଢ଼େୟାପଲ୍ଲୀ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଆଶାକର୍ମୀ ବିଜୟାଲକ୍ଷ୍ମୀ ତ୍ରିପାଠୀଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ତାଙ୍କ ଭିଣୋଇ ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ...
ଖେଳ
ମୁଁ ସବୁବେଳେ ରୋଡସୋକୁ ବିରୋଧ କରିଆସିଛି
ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ବାଙ୍ଗାଲୋର ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ସବୁବେଳେ ରୋଡ୍ ସୋ ଏବଂ ଏପରି କାର୍ଯ୍ୟକ୍ରମର ବିରୋଧୀ।
ରାଜନୀତି
ବିଦେଶରେ କାହାକୁ ନଜଣାଇ ଟିଏମ୍ସି ସାଂସଦଙ୍କୁ ବିବାହ କଲେ ବିଜେଡି ନେତା ପିନାକୀ ମିଶ୍ର
ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଏକ ହାଇ ପ୍ରୋଫାଇଲ୍ ବାହାରଘରର ଖବର ସାମ୍ନାକୁ ଆସିଛି। ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ମହୁଆ ମୋଇତ୍ରା ମେ ୩ ତାରିଖରେ ବିଦେଶରେ ଆୟୋଜିତ ଏକ ଉତ୍ସବରେ ବିଜୁ ଜନତା ଦଳ (ବିଜେଡି) ନେତା ପିନାକୀ ମିଶ୍ରଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୂଚନା ମିଳିଛି।
ଅପରାଧ
ଶର୍ମିଷ୍ଠା ପାନୋଲିଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ଅଦାଲତ
‘ଅପରେସନ୍ ସିନ୍ଦୂର’ ଉପରେ ହୋଇଥିବା ଏକ ପୋଷ୍ଟ୍ରେ ବିବାଦୀୟ ମନ୍ତବ୍ୟ ଦେଇ ଜେଲ୍ ଯାଇଥିବା ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି କଲିକତା ହାଇକୋର୍ଟ।
ମନୋରଞ୍ଜନ
ବିବାହର ଗୋଟିଏ ଦିନ ପରେ କାମକୁ ଫେରିଲେ ହିନା
ସାଧାରଣତଃ ବିବାହ ପରେ ଷ୍ଟାରମାନେ ଜୀବନସାଥୀଙ୍କ ସହିତ ସମୟ ବିତାଇବା ପାଇଁ କିଛିଦିନ କାମରୁ ବିରତି ନେଇଥାଆନ୍ତି। କିନ୍ତୁ ଏହା ହିନାଙ୍କ କ୍ଷେତ୍ରରେ ଦେଖିବାକୁ ମିଳି ନଥିଲା।