Advertisment
Latest Posts
Advertisment
ଜିଲ୍ଲା
କ୍ଷତି ସହୁଛନ୍ତି ପିଜୁଳି ଚାଷୀ,ମିଳୁନି ଉଚିତ୍ ବଜାର ଦର
ପିଜୁଳି ଏକ ଲାଭ ଜନକ ଚାଷ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ। ଜୁଲାଇ ଓ ଅଗଷ୍ଟ ମାସରେ ମୁଖ୍ୟତଃ ଏହି ପିଜୁଳି ଗଛରେ ଫଳିଥାଏ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଜୁଗୁଡା ଓ ପାତିଆ ଡଙ୍ଗରିଗୁଡ଼ାରେ ପ୍ରଚୁର ପରିମାଣର ପିଜୁଳି ଚାଷ ହେଉଥାଏ....
Gallery
ମୋଦୀଙ୍କ ସହ ମୁହାଁମୁହିଁ: ୧୧ ବର୍ଷରେ ଧନକରଙ୍କ ସମେତ ୭ ଜଣଙ୍କ ପଦବୀ ଯାଇଛି
ମୋଦୀଙ୍କ ସହ ମୁହାଁମୁହିଁ ହୋଇ ଗତ ୧୧ ବର୍ଷ ମଧ୍ୟରେ ଧନକରଙ୍କ ସମେତ ୭ ଜଣଙ୍କ ପଦବୀ ଯାଇଛି। ଧନକରଙ୍କ କ୍ଷେତ୍ରରେ ଭାରତୀୟ ଗଣତନ୍ତ୍ରର ଇତିହାସରେ ପ୍ରଥମ ଥର ପାଇଁ ଜଣେ ଉପରାଷ୍ଟ୍ରପତି ତାଙ୍କର କାର୍ଯ୍ୟକାଳ ପୂରଣ ନକରି ନିଜ ପଦରୁ ଇସ୍ତଫା ଦେଇଛନ୍ତି...
ବାଣିଜ୍ୟ
ରାଜ୍ୟରେ ପ୍ରଥମ: ଓସିପିଏଲ୍କୁ ମିଳିଲା ବାଣିଜ୍ୟଭିତ୍ତିକ କୋଇଲା ଖଣି
କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା କୋଲ୍ ଏଣ୍ଡ ପାୱାର୍ ଲିମିଟେଡ୍(ଓସିପିଏଲ୍)କୁ ବାଣିଜ୍ୟ ଭିତ୍ତିକ ଟାଙ୍ଗିରିଡିହି ନର୍ଥ କୋଲ୍ ବ୍ଲକ୍ ପ୍ରଦାନ କରାଯାଇଛି। କୋଇଲା ମନ୍ତ୍ରଣାଳୟର ଦ୍ବାଦଶ ପର୍ଯ୍ୟାୟ ନିଲାମ ପ୍ରକ୍ରିୟାରେ ଓସିପିଏଲ୍ ଏହି ଖଣି ହାସଲ କରିଛି।
ଅପରାଧ
ସ୍କର୍ପିଓ ଗାଡ଼ି ସହ ସୁନା ଅଳଙ୍କାର ଦେଇ ବିବାହ କରାଇଥିଲେ ବାପା, ଜିଅନ୍ତା ଜାଳିଦେଲା ସ୍ବାମୀ
୨୦୧୬ରେ ହୋଇଥିଲା ବିବାହ। ସ୍କର୍ପିଓ ଗାଡ଼ି ସହ ସୁନା ଅଳଙ୍କାର ଦେଇ ବିବାହ କରାଇଥିଲେ ବାପା। ହେଲେ ମରିନଥିଲା ସ୍ବାମୀ ମନରେ ଥିବା ଲୋଭ। ଏହି ଲୋଭ ଆଜି ଜଣକ ଜୀବନ ନେଇଥିବା ବେଳେ ଜଣଙ୍କୁ ହତ୍ୟାକାରୀ ସଜାଇଛି।
ମନୋରଞ୍ଜନ
ଅଟକିଛି ଅଶୀ
ବିଗତ ପ୍ରାୟ ପାଞ୍ଚ ବର୍ଷ ମଧ୍ୟରେ ଅନେକ ଓଡ଼ିଆ ସିନେମା ମୁକ୍ତିର ସ୍ବାଦ ଚାଖି ପାରିନାହିଁ। ବହୁ ସିନେମା ବିଭିନ୍ନ କାରଣରୁ ଅଧାରେ ଅଟକିଯାଇଛି। କାହାର ଅଧାରୁ ଅଧିକ ସୁଟିଂ ସରିଛି ତ ପୁଣି କାହାର ଡ୍ରାମା ଭାଗର ସୁଟିଂ ପରେ କେବଳ ଗୀତର ଦୃଶ୍ୟାୟନ ବାକିଅଛି।
ପୁନଶ୍ଚ ପୃଥିବୀ
ପ୍ରକୃତି ମା’ର ଋଣ ଶୁଝିବାର ସମୟ ଆସିଛି: ରବୀନ୍ଦ୍ର
ଯାଜପୁର ଜିଲ୍ଲା ବିଂଝାପୁର ନିର୍ବାଚନମଣ୍ଡଳୀ ସିଂହପୁରଠାରେ ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯାଜପୁର ଲୋକସଭା ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ....