Advertisment
Latest Posts
Advertisment
ଜିଲ୍ଲା
ଖଣି ମାଟି ଡମ୍ପ୍ ଭୁଶୁଡ଼ି ପାଣି ମାଡ଼ିଗଲା: ଘର ଆଗରେ ଛାତିଏ କାଦୁଅ ପାଣି
ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କାଳିଆପାଣି-କଅଁସ ପଞ୍ଚାୟତ ସୀମାନ୍ତ ଚିରିଗୁଡ଼ା ବସ୍ତିରେ ରବିବାର ସନ୍ଧ୍ୟାରେ ପାର୍ଶ୍ବସ୍ଥ ଖଣିର ମାଟି ଡମ୍ପ୍ ଭୁଶୁଡ଼ି ଏକାଧିକ ଘରେ କାଦୁଅ ପାଣି ପଶିଯାଇଛି। ମୂଷଳ ଧାରାରେ ଅବିଶ୍ରାନ୍ତ ବର୍ଷା ଯୋଗୁ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିବା କୁହାଯାଉଛି...
Gallery
ବାଣିଜ୍ୟ
ଭାରତ ପାଇଁ ଗର୍ବର ମୁହୂର୍ତ୍ତ: ଆସିଲା ଦେଶର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ବିକ୍ରମ
ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ବିକ୍ରମ ପ୍ରସ୍ତୁତ ହୋଇଛି। ଏନେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହା ଯେକୌଣସି ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରା ଏବଂ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ସମ୍ଭବ ହୋଇପାରିଛି...
ଅପରାଧ
ପୁଲିସ ଉପରେ ଗୁଳି ଚଳାଇ କଷ୍ଟଡିରୁ ଫେରାର ହେଲେ ଆପ୍ ବିଧାୟକ ହର୍ମୀତ୍, ଲାଗିଥିଲା ଦୁଷ୍କର୍ମ ଅଭିଯୋଗ
ପୁଲିସ ଉପରେ ଗୁଳି ଚଳାଇ କଷ୍ଟଡିରୁ ଫେରାର ହେଲେ ଆପ୍ ବିଧାୟକ ହରମିତ୍ ସିଂହ ପଠାନମାଜରା। ଦୁଷ୍କର୍ମ ଆରୋପ ଲାଗିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ହେଲେ ଆଜି ସେ ପୁଲିସ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି।
ମନୋରଞ୍ଜନ
ସିକନ୍ଦର ଆଲମ ସଙ୍ଗୀତ ପ୍ରତିଯୋଗିତା:ମନକୁ ଛୁଇଁଲା ମଧୁର ସ୍ବର
ସର୍ବ ଓଡ଼ିଶା ସିକନ୍ଦର ଆଲମ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୨୦୨୫ ମସିହା ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ....
ପୁନଶ୍ଚ ପୃଥିବୀ
ଜଳବାୟୁ ପରିବର୍ତ୍ତନ ଯୋଗୁ ୨୦୨୫ରେ ୟୁରୋପରେ ରେକର୍ଡ ସଂଖ୍ୟକ ଜଙ୍ଗଲ ଜଳିଛି
ୟୁରୋପରେ ୨୦୨୫ରେ ରେକର୍ଡ ସଂଖ୍ୟକ ଜଙ୍ଗଲ ନିଆଁ ଲାଗିଛି ଏବଂ ବିଶେଷଜ୍ଞମାନେ ଏଥିପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ଅଧିକ ତାପମାତ୍ରା ଓ କମ୍ ବୃଷ୍ଟିପାତ ସମଗ୍ର ମହାଦେଶର ଜଙ୍ଗଲ ନିଆଁକୁ ବଢ଼ାଉଛି।