Advertisment
Latest Posts
Advertisment
ଜିଲ୍ଲା
ଶରଧାବାଲିରେ ବୁଲିଲା ଖଣ୍ଡା
ଦିନ ଦ୍ବିପହରରେ ଶରଧାବାଲିରେ ଖଣ୍ଡା ବୁଲିଛି। ୩ ଫୁଟିଆ ଖଣ୍ଡା ବୁଲାଇ ଦୁର୍ବୃତ୍ତ ଆତଙ୍କ ଖେଳାଇଛନ୍ତି। । ଖଜା ଦୋକାନୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରାଗରେ ଦୁର୍ବୃତ୍ତ ଖଣ୍ଡା ଚୋଟରେ ଦୁଇ ଝୁଡ଼ି ଖଜାକୁ ହାଣି ପକାଇଛନ୍ତି ....
Gallery
ବାଣିଜ୍ୟ
ସେୟାର୍ ବଜାରରେ ପଡ଼ିଲା ଟ୍ରମ୍ପ୍ଙ୍କ ଟାରିଫ୍ ମାଡ଼: ସେନସେକ୍ସ ୬୫୭ ପଏଣ୍ଟ ଏବଂ ନିଫ୍ଟି ୨୦୦ ପଏଣ୍ଟ ହ୍ରାସ
ଗୁରୁବାର ଦିନ ଷ୍ଟକ୍ ବଜାର ଖୋଲିବା ମାତ୍ରେ ଭାରତ ଉପରେ ଆମେରିକା ଦ୍ୱାରା ଲାଗୁ ହୋଇଥିବା ୫୦ ପ୍ରତିଶତ ଶୁଳ୍କର ପ୍ରଭାବ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟାରିଫ୍ମାଡ଼ରେ ଭୁଶୁଡ଼ି ପଡ଼ିଛି ଭାରତର ସେୟାର୍ ବଜାର୍।
ଅପରାଧ
ନିଜ ଭାଉଜଙ୍କୁ ଯୌତୁକ ପାଇଁ ମାଡ଼ ମାରୁଥିଲେ ନିକ୍କି, ଏବେ ନିଜେ ଯୌତୁକ ନିଆଁରେ ଜଳିଲେ !
ଗତ କିଛି ଦିନ ହେବ ନିକ୍କି ଭାଟୀଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାରେ ରହିଛି। ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏସବୁ ମଧ୍ୟରେ ଏବେ ନିକ୍କିଙ୍କ ଭାଉଜଙ୍କ ବୟାନ ସାମ୍ନାକୁ ଆସିଛି। ନିକ୍କି ତାଙ୍କୁ ଯୌତୁକ ପାଇଁ ମାଡ଼ ମାରୁଥିଲେ ବୋଲି ସେ କହିଛନ୍ତି।
ମନୋରଞ୍ଜନ
ଆମକୁ କେହି ଅଲଗା କରିପାରିବେନି, ଗୋବିନ୍ଦା କେବଳ ମୋର: ସୁନୀତା
"କେହି ଆମକୁ ଅଲଗା କରିପାରିବେ ନାହିଁ। ମୋ ଗୋବିନ୍ଦା କେବଳ ମୋର। ଯେପର୍ଯ୍ୟନ୍ତ ଆମେ ମୁହଁ ଖୋଲି କିଛି କହିନାହୁଁ, ସେପର୍ଯ୍ୟନ୍ତ କୌଣସି ଖବର ଉପରେ ବିଶ୍ବାସ କରନ୍ତୁ ନାହିଁ" ବୋଲି କହିଛନ୍ତି ସୁନୀତା।
ପୁନଶ୍ଚ ପୃଥିବୀ
ଜଳବାୟୁ ପରିବର୍ତ୍ତନ: ତୀବ୍ର ହେଉଛି ମୌସୁମୀ ବିପର୍ଯ୍ୟୟ
ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଏବେ ଭାରତ, ଚୀନ୍ ଓ ପାକିସ୍ତାନରେ ଦେଖିବାକୁ ମିଳିଛି। ମାତ୍ରାଧିକ ବର୍ଷା ଓ ଏହାର ତୀବ୍ରତା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ଜନଜୀବନକୁ ବିପର୍ଯ୍ୟସ୍ତ କରିଛି।