Advertisment
Latest Posts
Advertisment
ଜିଲ୍ଲା
କଳିଙ୍ଗା ଘାଟି ଭୂସ୍ଖଳନ: ଭାଙ୍ଗିଥିବା ରାସ୍ତା ମରାମତି କାମ ଆରମ୍ଭ, ଜିଲ୍ଲାପାଳ ଭୂସ୍ଖଳନ ସ୍ଥାନ ବୁଲି ଦେଖିଲେ
ଘଟଣା ଘଟିବାର ୪୨ ଘଣ୍ଟା ପରେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ କଳିଙ୍ଗା ଘାଟିର ଭୂସ୍ଖଳନ ହୋଇଥିବା ସ୍ଥାନରେ ପହଞ୍ଚି ଜାତୀୟ ରାଜପଥ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି...
Gallery
ଗଛଭାଙ୍ଗି ରାସ୍ତା ଅବରୋଧ
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି-ମାଟିଆଭଟା ରାସ୍ତାରେ ଏକ ଗଛ ଭାଙ୍ଗି ପଡ଼ିବାରୁ ଦୀର୍ଘ ୪ ଘଣ୍ଟା ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଛି ପରେ ଖପ୍ରାଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ସଫେଇ କରିବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା
ବାଣିଜ୍ୟ
ମୋଦୀ ଜଣେ ଅବତାରୀ ପୁରୁଷ: ଅମ୍ବାନୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନରେ ଶିଳ୍ପ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଗବାନ ପଠାଇଥିବା ଜଣେ ଅବତାରୀ ପୁରୁଷ ବୋଲି କହିଛନ୍ତି।
ଅପରାଧ
ଶ୍ୱଶୁର ଘର ଗାଁରେ ଜ୍ୱାଇଁଙ୍କର ଝୁଲନ୍ତା ମୃତଦେହ
ବାଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ୱଶୁର ଘର ଗାଁରେ ଜ୍ୱାଇଁ ନିଜ ଜୀବନ ନେଇଥିବା ଭଳି ଏକ ଘଟଣା ଘଟିଛି ଖୁଟୁଲୁମୁଣ୍ଡା ଗାଁରେ। ସାଲେପଡା ଗାଁର ଲମ୍ବୋଦର ବାଗ ବୟସ ପଖାପଖି ୬୫ବର୍ଷ ହେବ...
ମନୋରଞ୍ଜନ
ଫିଲ୍ମ 'ସ୍ପିରିଟ୍' ପରେ ଏବେ 'କଲ୍କୀ-୨'ରୁ ଦୀପିକାଙ୍କୁ ବାହାର କଲେ ନିର୍ମାତା !
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ଏକ ବଡ଼ ଖବର ଆସିଛି। ୨୦୨୪ରେ ରିଲିଜ୍ ହୋଇଥିବା ତେଲୁଗୁ ବ୍ଲକବଷ୍ଟର ଫିଲ୍ମ 'କଲ୍କି ୨୮୯୮ଏଡି'ର ସିକ୍ୱେଲରେ ଦୀପିକା ନଜର ଆସିବେ ନାହିଁ।
ପୁନଶ୍ଚ ପୃଥିବୀ
ତୈଳ ଓ ସିମେଣ୍ଟ ଉତ୍ପାଦନ ବଢ଼ାଉଛି ଗ୍ରୀଷ୍ମ ଲହରି
ତୈଳ କମ୍ପାନିମାନଙ୍କର ଉତ୍ପାଦନ ଓ ଚରମ ଶ୍ରେଣୀର ଗ୍ରୀଷ୍ମ ଲହରି ମଧ୍ୟରେ ସିଧାସଳଖ ସମ୍ପର୍କ ରହିଥିବା କଥା ଏକ ସଦ୍ୟ ଅଧ୍ୟୟନରୁ ପ୍ରଥମ ଥର ପାଇଁ ସ୍ପଷ୍ଟ ହୋଇଛି। ୨୦୦୦ରୁ ୨୦୨୩ ମଧ୍ୟରେ ବିଶ୍ୱର ୨୧୩ଟି ଗ୍ରୀଷ୍ମ ଲହରିକୁ ବିଶ୍ଳେଷଣ କରି ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଦଳ ଏପରି ନିର୍ଯାସରେ ପହଞ୍ଚିଛନ୍ତି।