Advertisment
Latest Posts
Advertisment
ଜିଲ୍ଲା
ରଥ ସାମ୍ନାରେ ଦଳଚକଟା ଭଳି ସ୍ଥିତି ଘଟଣା: ପ୍ରଭାତୀଙ୍କ ଘରେ ପହଞ୍ଚି ତଦନ୍ତ କଲେ ଉନ୍ନୟନ କମିସନର
ଶରଧାବାଲିରେ ସୃଷ୍ଟି ହୋଇଥିବା ଦଳାଚକଟା ଭଳି ସ୍ଥିତିରେ ବାଲିପାଟଣା ଥାନା ଅଠାନ୍ତର ମହାନ୍ତି ସାହିର ବିଶ୍ୱଜିତ ଦାସଙ୍କ ପତ୍ନୀ ପ୍ରଭାତୀ ଦାସଙ୍କ ମୃତ୍ୟୁ ଘଟିଥିଲା। ଦଳାଚକଟାର ପ୍ରକୃତ କାରଣ ଜାଣିବା ପାଇଁ ଉନ୍ନୟନ କମିସନର ଅନୁ ଗର୍ଗ ଶନିବାର ମୃତ ପ୍ରଭାତୀଙ୍କ ଘରେ ପହଞ୍ଚିଛନ୍ତି...
Gallery
ଫଟୋରେ ଦେଖନ୍ତୁ ବାହୁଡ଼ା ଯାତ୍ରାର ଦୃଶ୍ୟ
ଶ୍ରୀକ୍ଷେତ୍ର ସମେତ ଦେଶ-ବିଦେଶରେ ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆୟୋଜନ ହୋଇଛି। ମହାପ୍ରଭୁଙ୍କ ଯାତ୍ରାରେ ଶ୍ରଦ୍ଧାଳୁମାନେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଛନ୍ତି। ଭକ୍ତମାନେ ନିଜନିଜ ଶୈଳୀରେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି।
ବାଣିଜ୍ୟ
ଭାରତ-ଆମେରିକା ବାଣିଜ୍ୟ ରାଜିନାମା: ଟ୍ରମ୍ପଙ୍କ ମୋହରକୁ ଅପେକ୍ଷା
ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ହେବାକୁ ଥିବା ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମାରେ ଯଥେଷ୍ଟ ଅଗ୍ରଗତି ହୋଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରିର୍ ମଞ୍ଜୁରି ଦେଇଛନ୍ତି।
ଅପରାଧ
ପୁତୁରାର ଟାଙ୍ଗିଆ ଚୋଟରେ ଚାଲିଗଲା ଦାଦାର ଜୀବନ
ପୁତୁରାର ଟାଙ୍ଗିଆ ଚୋଟରେ ଚାଲିଗଲା ଦାଦାର ଜୀବନ | ଏଭଳି ଅଭାବନୀୟ ଘଟଣା ଦଶପଲ୍ଲା ଥାନା ବୁଗୁଡ଼ା କଲୋନୀ ଗ୍ରାମରେ ଘଟିଛି | ପୁତୁରା ଅଶୋକ ମଲିକଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ସମ୍ପର୍କୀୟ ଦାଦା କବିର ପ୍ରଧାନଙ୍କ ଜୀବନ |
ମନୋରଞ୍ଜନ
ସୈୟାରାରେ ଅନନ୍ୟାଙ୍କ ଭାଇ
ଏବେ ବଲିଉଡ୍ରେ ବହୁ ନବାଗତ ଅଭିନୟ ଜୀବନ ଆରମ୍ଭ କରୁଥିବା ଦେଖାଯାଇଛି। ବର୍ତ୍ତମାନ ସବୁଠୁ ଚର୍ଚ୍ଚାରେ ଅଛନ୍ତି ଆହାନ୍ ପାଣ୍ଡେ। ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଦାଦାପୁଅ ଭାଇ ଆହାନ୍ ୨୭ବର୍ଷ ବୟସରେ ବଲିଉଡ୍ ଡେବ୍ୟୁ କରୁଛନ୍ତି।
ପୁନଶ୍ଚ ପୃଥିବୀ
ପ୍ରଦୂଷଣ ବଢ଼ାଉଛି କୋଇଲାରେ ନିବେଶ!
ଭଭୟ ବଜାର ଓ ପରିବେଶ ଦୃଷ୍ଟିରୁ କୋଇଲା ଆଧାରିତ ପ୍ରକଳ୍ପରେ ନିବେଶ କରିବା ବିପଜ୍ଜନକ; ଏହା ସତ୍ତ୍ବେ ଭାରତୀୟ ବ୍ୟାଙ୍କଗୁଡ଼ିକ କୋଇଲା ଭଳି ପ୍ରଦୂଷଣକାରୀ ଜୀବାଶ୍ମ ଇନ୍ଧନରେ ନିବେଶ ଜାରି ରଖିଛନ୍ତି।