Advertisment
Latest Posts
Advertisment
ରାଜ୍ୟ
ଯାଜପୁରରେ କଲେରା ଜୀବାଣୁ ଚିହ୍ନଟ: ଭୋଜି ନ କରିବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ
ଯାଜପୁରରେ ହଇଜା (କଲେରା) ଜୀବାଣୁ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସତର୍କତା ଲାଗି ପରାମର୍ଶ ଦିଆଯାଇଛି। ସାମୂହିକ ସମାବେଶରେ ଭୋଜିର ଆୟୋଜନ ନ କରିବାକୁ ଜିଲ୍ଲା ପ୍ରଶାସନ କହିଛି ।
ଜିଲ୍ଲା
ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି....
ଖେଳ
ବିଶ୍ବ ମୁକୁଟ ଦ୍ବାରରେ ଦକ୍ଷିଣ ଆଫ୍ରିକା: ମାର୍କରାମଙ୍କ ପରାକ୍ରମୀ ଶତକ ଦେଲା ବଡ଼ ସୁଯୋଗ
ଅଢ଼େଇ ଦଶନ୍ଧି ଧରି ଆଇସିସି ଟ୍ରଫି ଜିତି ନଥିବା ଦକ୍ଷିଣ ଆଫ୍ରିକା ଏବେ ଏହାର ନିକଟତର ହୋଇଛି। ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ରେ ବିଜୟ ଦ୍ବାରରେ ପହଞ୍ଚିଯାଇଛି ଏହି ଦଳ। ପ୍ରଥମ ପାଳିରେ ୭୪ ରନ୍ ପଛୁଆ ରହିବା.....
ରାଜନୀତି
ସରକାର ବଦଳିଛି, ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନି: କଂଗ୍ରେସ
ରାଜ୍ୟରେ ବିଜେପି ସରକାର ଗୋଟିଏ ବର୍ଷ ପୂରଣ କରିଛି। ମାତ୍ର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଶାସନକୁ ଆସିବା ପୂର୍ବରୁ ପ୍ରତିଶ୍ରୁତିରେ ପୋତି ପକାଇଥିଲେ। ପ୍ରତିଶ୍ରୁତି ନାଁରେ ପ୍ରତାରଣାର ପ୍ରତିଛବି ରାଜ୍ୟ ଶାସନରେ ପ୍ରତିଫଳିତ ହୋଇଛି।
ଅପରାଧ
ପତ୍ନୀଙ୍କ ଦ୍ବାରା ନିର୍ଯାତିତ ହୋଇ ହାତକଡ଼ି ପିନ୍ଧି କରୁଛନ୍ତି ଚା’ ବେପାର
ପତ୍ନୀଙ୍କ ଦ୍ବାରା ପାଉଥିବା ନିର୍ଯାତନାର ପ୍ରତିବାଦରେ ରାଜସ୍ଥାନର କୃଷ୍ଣ କୁମାର ଧାକଡ ଏକ ନିଆରା କୌଶଳ ଆପଣେଇଥିବା ଦେଖିବାକୁ ମିଳିଛି। ରାଜସ୍ଥାନର କୃଷ୍ଣ କୁମାର ଧାକଡ ତାଙ୍କ ଶ୍ୱଶୁର ଘର ଲୋକଙ୍କ ସମ୍ମୁଖରେ ଏକ ଅନନ୍ୟ ଚା ଦୋକାନ ଖୋଲିଛନ୍ତି। ଷ୍ଟଲର ନାମ ମଧ୍ୟ ବେଶ୍ ଆଖିଦୃଶିଆ ରଖିଛନ୍ତି ସେ।
ମନୋରଞ୍ଜନ
ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେଲେ ଅଭିନେତ୍ରୀ ଦୀପିକା କକ୍କର
ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି ଅଭିନେତ୍ରୀ ଦୀପିକା କକ୍କର। ଦୀପିକା ଏବେ ଦ୍ୱିତୀୟ ପର୍ଯ୍ୟାୟ ଯକୃତ କର୍କଟ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି। (ମନୋରଞ୍ଜନ)