ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଟମାଟୋ ଅଭାବ ଯୋଗୁଁ ବଢିଲା ଟମାଟୋ ପ୍ୟୁରି ଓ ସସ୍ ଚାହିଦା, କେତେକ ସହରରେ ଷ୍ଟକ୍ ନାହିଁ

ନୂଆଦିଲ୍ଲୀ: ବର୍ଷା ଯୋଗୁଁ ଉତ୍ପାଦନ ଓ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଥିବାରୁ ଟମାଟୋଦର ବୃଦ୍ଧି ଯୋଗୁଁ ଏଥିରୁ ଉତ୍ପାଦିତ ଦ୍ରବ୍ୟ (ଟମୋଟୋ ପ୍ୟୁରି, ସସ୍, ପେଷ୍ଟ ଇତ୍ୟାଦି) ଉପରେ ମଧ୍ୟ ପ୍ରଭାବ ପଡ଼ିଛି । ଏହା ଫଳରେ ଦେଶର କେତେକ ସହରରେ ତଥା ଅନଲାଇନ ଷ୍ଟୋରଗୁଡ଼ିକରେ ଟମାଟୋ ପ୍ୟୁରିର ଅଭାବ…
ଅଧିକ ଖବର ଦେଖନ୍ତୁ...

ଲାଗୁ ହୋଇଗଲାଣି ଟଙ୍କା ରୋଜଗାର ସୁବିଧା: ଲକ୍ଷ ଲକ୍ଷ ଟଙ୍କା ପାଇଲେଣି ଟ୍ବିଟର୍‌ ବ୍ୟବହାରକାରୀ

ନୂଆଦିଲ୍ଳୀ: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟର୍‌ ଏବେ କ୍ରିଏଟର୍‌ମାନଙ୍କୁ ଟଙ୍କା ଦେବା ଆରମ୍ଭ କରିଦେଲାଣି। ଏହି ଟଙ୍କା ବ୍ୟବହାରକାରୀଙ୍କୁ ରିପ୍ଲାଏ ଜରିଆରେ ଦେଖାଉଥିବା ବିଜ୍ଞାପନରୁ ମିଳୁଛି। ଟ୍ବିଟର୍‌ ଏହି ବିଜ୍ଞାପନରୁ ମିଳୁଥିବା ଟଙ୍କାର କିଛି ଅଂଶ କ୍ରିକେଟର୍‌ଙ୍କୁ ପ୍ରଦାନ କରୁଛି।…
ଅଧିକ ଖବର ଦେଖନ୍ତୁ...

ଟମାଟୋ ଆଶ୍ବସ୍ତି: ୧୩୦ ଟଙ୍କାରେ କିଣି ଖାଉଟିଙ୍କୁ ୯୦ ଟଙ୍କାରେ ଟମାଟୋ ବିକିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଟମାଟୋ ଦରର ମୁକାବିଲା ଲାଗି ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ, ପାଟନା ଓ ଦେଶର ଆଉ କେତେକ ସୁନିର୍ବାଚିତ ସହରରେ କେନ୍ଦ୍ର ସରକାର କିଲୋପ୍ରତି ୯୦ ଟଙ୍କା ଦରରେ ଖାଉଟିଙ୍କୁ ଟମାଟୋ ବିକିବେ ବୋଲି ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।…
ଅଧିକ ଖବର ଦେଖନ୍ତୁ...

ପବନରେ ଉଡ଼ନ୍ତା ବିମାନ ଦୋହଲି ଯିବାରୁ ଭାଙ୍ଗିଗଲା ଯାତ୍ରୀଙ୍କ ହାଡ଼

ଫ୍ଲୋରିଡ଼ା: ପବନ ପ୍ରବାହ ବେଗରେ ହଠାତ୍‌ ପରିବର୍ତ୍ତନ ହେବାରୁ ଆମେରିକାର ଉତ୍ତର କାରୋଲିନାରୁ ଫ୍ଲୋରିଡା ଯାଉଥିବା ଗୋଟାଏ ବିମାନ ଦୋହଲି ଯାଇ ସେଥିରେ ଥିବା କେତେକ ଯାତ୍ରୀ ଓ ବିମାନ କର୍ମଚାରୀ ଆହତ ହୋଇଛନ୍ତି ବୋଲି ‘ଦି ଇଣ୍ଡିପେଣ୍ଡେଣ୍ଟ୍‌’ ସମ୍ବାଦପତ୍ର ରିପୋର୍ଟ କରିଛି।…
ଅଧିକ ଖବର ଦେଖନ୍ତୁ...

ଚାଉଳ ରପ୍ତାନିରେ କଟକଣା ଲାଗିବ

ନୂଆଦିଲ୍ଲୀ: ‌ଦେଶ ଭିତରେ ଦାମ୍‌ ବୃଦ୍ଧି ପାଉଥିବାରୁ ଚାଉଳ ରପ୍ତାନି ଉପରେ କଟକଣା ଲଗାଇବା ବିଷୟରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। କିଛି ନିର୍ଦ୍ଦିଷ୍ଟ ପ୍ରକାରର ଚାଉଳକୁ ବାଦ ଦେଲେ ଅନ୍ୟ ସବୁ ସାଧାରଣ ପ୍ରକାରର ଚାଉଳ ରପ୍ତାନି ବନ୍ଦ ହୋଇପାରେ। କଟକଣା ଅଧୀନରେ ୮୦ ପ୍ରତିଶତ ଚାଉଳ ରହିବ।…
ଅଧିକ ଖବର ଦେଖନ୍ତୁ...

ଭାରତ ଆସିବ ଟେସ୍‌ଲା: ୨୦ ଲକ୍ଷ ଟଙ୍କିଆ କାର୍‌ ଆଣିବ, କାରଖାନା ବସାଇବ

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଚର୍ଚ୍ଚିତ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍‌ଲା ଖୁବ୍‌ଶୀଘ୍ର ଭାରତ ଆସିବ। ଭାରତ ପାଇଁ କଂପାନି ଯେଉଁ ଯୋଜନା ପ୍ରସ୍ତୁତ କରିଛି ତାହା ଯଦି କାର୍ଯ୍ୟକାରୀ ହେବ ତେବେ ଇଭି ଦୃଶ୍ୟପଟ୍ଟରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଭାରତୀୟ ଗ୍ରାହକଙ୍କ କ୍ରୟ…
ଅଧିକ ଖବର ଦେଖନ୍ତୁ...

କୋଚର ଦମ୍ପତି, ଧୁତ୍‌ଙ୍କ ଅଡ଼ୁଆ ବଢ଼ିଲା: ସମନ୍‌ ଜାରି କଲେ କୋର୍ଟ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍‌କୁ ଦିଆଯାଇଥିବା ଋଣ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍‌କୁ ଗ୍ରହଣ କରି ସ୍ବତନ୍ତ୍ର ସିବିଆଇ କୋର୍ଟ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର, ତାଙ୍କ ପତି ଦୀପକ କୋଚର ଓ ଭିଡିଓକନ୍‌ ଗ୍ରୁପ୍‌ର ମୁଖ୍ୟ ବେଣୁଗୋପାଳ…
ଅଧିକ ଖବର ଦେଖନ୍ତୁ...

ସେନସେକ୍ସ ୬୬,୦୦୦ ପଏଣ୍ଟ୍‌ ଟପିଲା

ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ଆଜି ପୁଣି ଏକ ମାଇଲଖୁଣ୍ଟ ହାସଲ କରିଛି। ଆଜି କାରବାର ସମୟରେ ସେନ୍‌ସେକ୍ସ ପ୍ରଥମ ଥର ପାଇଁ ୬୬,୦୦୦ ପଏଣ୍ଟ୍‌ ଅତିକ୍ରମ କରିଥିଲା। କାରବାର ଶେଷ ବେଳକୁ କିନ୍ତୁ ତାହା ୬୫,୫୫୯ ପଏଣ୍ଟ୍‌କୁ ଖସିଆସିଥିଲା। କିଛି ଦିନ ପୂର୍ବେ ସେନ୍‌ସେକ୍ସ ୬୫…
ଅଧିକ ଖବର ଦେଖନ୍ତୁ...

ପୁଣି ମହଙ୍ଗା ହେଲା ସୁନା

ନୂଆଦିଲ୍ଲୀ: ଆମେରିକାରେ ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ ପାଇବା ପରେ ଆନ୍ତର୍ଜାତିକ ବଜାରରେ ସୁନା ମହଙ୍ଗା ହୋଇଛି। ସୁନାର ଆଉନ୍‌ସ ପିଛା ଦାମ୍ ୧୯୫୫ ଡଲାରକୁ ବୃଦ୍ଧି ପାଇଛି। ରୁପା ଦାମ୍ ଆଉନ୍‌ସ ପିଛା ୨୪.୧୦ ଡଲାର ହୋଇଛି। ଏହାର ପ୍ରଭାବରେ ଭାରତର ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌…
ଅଧିକ ଖବର ଦେଖନ୍ତୁ...

ବହୁ ବର୍ଷ ପରେ ଚୀନ୍‌ ସହ କାରବାର ହ୍ରାସ: ‌୨୦୨୦ ଗଲ୍‌ୱାନ ଘଟଣା ପରେ ସମ୍ପର୍କ ତିକ୍ତ ହୋଇଥିଲା

ବେଜିଂ: ଚଳିତ ବର୍ଷର ପ୍ରଥମ ଛଅ ମାସରେ ଚୀନ୍‌ ସହ ଭାରତର ବାଣିଜ୍ୟ କାରବାରରେ ହ୍ରାସ ଘଟିଛି। ଦ୍ବିପାକ୍ଷିକ ବାଣିଜ୍ୟ କାରବାରରେ ୦.୯ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଏହି ଛଅ ମାସରେ ଭାରତକୁ ଚୀନ୍‌ ୫୬୫୩ କୋଟି ଡଲାରର ରପ୍ତାନି କରିଛି ଯାହା ଗତବର୍ଷର ୫୭୫୧ କୋଟି ଡଲାର ତୁଳନାରେ…
ଅଧିକ ଖବର ଦେଖନ୍ତୁ...